ETV Bharat / state

24 ଘଣ୍ଟାରେ କଟକରେ ୫୪ କୋରୋନା ପଜେଟିଭ ଚିହ୍ନଟ, ଜଣେ ମୃତ

କଟକ ମହାନଗର ନିଗମରୁ ଆଜି(ମଙ୍ଗଳବାର) ୫୪ ଜଣ କୋରୋନା ପଜିଟିଭ ଚିହ୍ନଟ ସହ ଜଣଙ୍କର ପ୍ରାଣହାନୀ ଘଟିଛି । ଅଧିକ ପଢନ୍ତୁ...

author img

By

Published : Oct 20, 2020, 10:59 PM IST

24 ଘମ୍ଟା ମଧ୍ୟରେ କଟକରେ ୫୪ କରୋନା ପଜେଟିଭ ଚିହ୍ନଟ

କଟକ: କଟକ ମହାନଗର ନିଗମରୁ ନିଗମରେ ଆଜି(ମଙ୍ଗଳବାର) ୫୪ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯ ଜଣ ହୋମକ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୦ ଜଣ ସରକାରୀ କ୍ବାରେନମ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ତେବେ କୋରୋନାରେ ଆଜି(ମଙ୍ଗଳବାର) ଜଣଙ୍କର ପ୍ରାଣହାନୀ ଘଟିଥିବା କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।

ସେହିପରି ୨୫ ଜଣ ସ୍ଥାନୀୟ ଆକ୍ରାନ୍ତ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୪ ହଜାର ୨୨୦ ଆକ୍ରାନ୍ତ ଚିହ୍ନଟ କରାଯାଇ ଥିବାବେଳେ ୧୩ ହଜାର ୨୮୧ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ ୬୬ ଜଣଙ୍କ ପ୍ରାଣହାନୀ ଘଟିଛି। ସେହିପରି ୮୭୩ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ମିଳିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.