ETV Bharat / state

ଟ୍ରକ ଓ ବାଇକ ଦୁର୍ଘଟଣା: ଜଣେ ମୃତ, ୩ ଗୁରୁତର

author img

By

Published : Nov 1, 2019, 3:53 AM IST

ଟ୍ରକ-ବାଇକ ମୁହାଁମୁହିଁ । ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଓ ଅନ୍ୟ ତିନି ଯୁବକ ଗୁରୁତର । ଚାରଜଣ ଗୋଟିଏ ବାଇକରେ ଯାତ୍ରା କରୁଥିଲେ ।

ଭିଡିଓ ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ବାଇକରେ ଚାରିଜଣ ଯାଉଥିବା ବେଳେ ଟ୍ରକ ସହିତ ହୋଇଥିଲା ଦୁର୍ଘଟଣା ଓ ଘଟଣା ସ୍ଥଳରେ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଅନ୍ୟପକ୍ଷେ ଦୁର୍ଘଟଣା ଘଟାଇ ଟ୍ରକ ଫେରାର ହୋଇଯାଇଥିବା ବେଳେ ପଦ୍ମପୁରରୁ ଛତିଶଗଡ଼ ରାସ୍ତାରେ ଏକ ସ୍ଥାନରେ ଟ୍ରକଟିକୁ ରଖିଦେଇ ଡ୍ରାଇଭର ଫେରାର ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ନିକଟରେ ଥିବା ଘଣ୍ଟେଶ୍ୱରୀ ଛକ ଠାରେ ଗୁରୁବାର ସଂନ୍ଧ୍ୟା ୬ଟା ୩୦ ମିନିଟ ସମୟରେ ଏକ ଅଜଣା ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ ହୋଇଥିବା ବେଳେ ୩ ଜଣ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ଲେଦ୍ରାପଲି ଗାଁର ଚାରିଜଣ ଯୁବକ ଗୋଟିଏ ବାଇକରେ ଯାଉଥିବା ବେଳେ ହଠାତ୍ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା ।

ତେବେ ୧୮ ବର୍ଷର ବାଇକ ଚାଳକ ଲଲିତ୍ ବରିହାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସେହି ଲେଦ୍ରାପଲି ଗାଁର ସୁନିଲ ବରିହା, ଜିଟ ବରିହା ଓ କୁନ୍ଦନ ବରିହା ଗୁରୁତର ଅବସ୍ଥାରେ ରାସ୍ତାରେ ପଡିରହିଥିଲେ । ଦୁର୍ଘଟଣା ସ୍ଥଳକୁ ବୁଡେନ ପୋଲିସ ପହଞ୍ଚି ଦୁର୍ଘଟଣାରେ ଆହତ ହୋଇଥିବା ଯୁବକ ମାନଙ୍କୁ ପଦ୍ମପୁର ହସ୍ପିଟାଲକୁ ଆଣିଥିଲେ ଓ ଚିକିତ୍ସା ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଗୋଟେ ବାଇକରେ ଚାରିଜଣ ଯାଉଥିବା ବେଳେ ଟ୍ରକ ସହିତ ହୋଇଥିଲା ଦୁର୍ଘଟଣା ଏବଂ ଘଟନା ସ୍ଥଳରେ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି | ଦୁର୍ଘଟଣା ଘଟାଇ ଟ୍ରକ ଫେରାର ହୋଇଯାଇଥିବା ବେଳେ ପଦ୍ମପୁର ରୁ ଛତିଶଗଡ଼ ରାସ୍ତାରେ ଗୋଟେ ସ୍ଥାନରେ ଟ୍ରକ ଟିକୁ ରଖିଦେଇ ଡ୍ରାଇଭର ଫେରାର ହୋଇଯାଇଥିଲା |
Body:ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ନିକଟରେ ଥିବା ଘଣ୍ଟେଶ୍ୱରୀ ଛକ ଠାରେ ଆଜି ସନ୍ଧ୍ୟା ୬ଟା ୩୦ ମିନିଟ ସମୟରେ ଏକ ଅଜଣା ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ ହୋଇଥିବା ବେଳେ ୩ ଜଣ ଯୁବକ ଗୁରୁତର ହୋଇଥିବା ଜଣାପଡିଛି | ଦହିତା ପଞ୍ଚାୟତ ଲେଦ୍ରାପଲି ଗାଁ ର ଚାରିଜଣ ଯୁବକ ଗୋଟିଏ ବାଇକରେ ଯାଉଥିବା ବେଳେ ହଠାତ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା | ତେବେ ୧୮ ବର୍ଷର ବାଇକ ଚାଳକ ଲଲିତ ବରିହାଙ୍କ ଘଟନା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ସେହି ଲେଦ୍ରାପଲି ଗାଁର ସୁନିଲ ବରିହା, ଜିଟ ବରିହା ଓ କୁନ୍ଦନ ବରିହା ଗୁରୁତର ଅବସ୍ଥାରେ ରାସ୍ତାରେ ପଡିରହିଥିଲେ | ଦୁର୍ଘଟଣା ସ୍ଥଳକୁ ବୁଡେନ ପୋଲିସ ପହଞ୍ଚି ଦୁର୍ଘଟଣାରେ ଆହତ ହୋଇଥିବା ଯୁବକ ମାନଙ୍କୁ ପଦ୍ମପୁର ହସ୍ପିଟାଲକୁ ଆଣିଥିଲେ ଓ ଚିକିତ୍ସା ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି | Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.