ବାଲେଶ୍ବର: ବାଲେଶ୍ଵର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର 3ନଂ ଲଞ୍ଚପ୍ୟାଡରୁ 10ଟା 43 ମିନିଟରେ ପରୀକ୍ଷା ହୋଇଥିବା ସୂଚନା ମିଳିଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ।
-
Congratulate @DRDO_India on the successful launch of subsonic cruise missile ‘Nirbhay’ from Integrated Test Range off the coast of #Odisha. #DRDO
— Naveen Patnaik (@Naveen_Odisha) June 24, 2021 " class="align-text-top noRightClick twitterSection" data="
">Congratulate @DRDO_India on the successful launch of subsonic cruise missile ‘Nirbhay’ from Integrated Test Range off the coast of #Odisha. #DRDO
— Naveen Patnaik (@Naveen_Odisha) June 24, 2021Congratulate @DRDO_India on the successful launch of subsonic cruise missile ‘Nirbhay’ from Integrated Test Range off the coast of #Odisha. #DRDO
— Naveen Patnaik (@Naveen_Odisha) June 24, 2021
ସବସୋନିକ କ୍ରୁଜ ମିସାଇଲ ନିର୍ଭୟ । ନିର୍ଭୟର ଲକ୍ଷଭେଦ କ୍ଷମତା 1500 କିଲୋମିଟର । ଏଥିରେ 200 କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ଉତକ୍ଷେପଣ ପରେ ନିର୍ଭୟ ମିସାଇଲ ଏୟାରକ୍ରାଫ୍ଟ ଭଳି ଉଡାଣ କରି ଶତ୍ରୁ ଉପରକୁ ଆକ୍ରମଣ କରିପାରିବ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ