ETV Bharat / state

ମୁଣ୍ଡ ଗୁଞ୍ଜିବାକୁ ନାହିଁ ସାହାରା, ସରକାରୀ ଅଫିସକୁ ଦୌଡିଦୌଡି ନୟାନ୍ତ ଦିବ୍ୟାଙ୍ଗ

ବାଲେଶ୍ବରରେ ଘର ଖଣ୍ଡେ ପାଇଁ ଅଫିସ ରୁ ଅଫିସ ଦୌଡି ଦୌଡି ନୟାନ୍ତ ହେଲାଣି ଦିବ୍ୟାଙ୍ଗ । ଅଧିକ ପଢନ୍ତୁ....

author img

By

Published : Apr 21, 2021, 10:35 PM IST

ମୁଣ୍ଡ ଗୁଞ୍ଜିବାକୁ ନାହିଁ ସାହାରା, ସରକାରୀ ଅଫିସକୁ ଦୌଡି ଦୌଡି ନୟାନ୍ତ ଦିବ୍ୟାଙ୍ଗ

ବାଲେଶ୍ବର : ଅସହାୟକୁ ମୁଣ୍ଡ ଉପରେ ଛାତ ଯୋଗାଇବା ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଖୋଲା ଆକାଶ ତଳେ ଜଣେ ଦିବ୍ୟାଙ୍ଗ । ମୁଣ୍ଡ ଗୁଞ୍ଜିବା ପାଇଁ ଭଲ ଘର ଖଣ୍ଡେ ନଥିବାରୁ ଏନେଇ ସେ ଅଫିସରୁ ଅଫିସ ବୁଲି ପ୍ରଶାସନ ପାଖରେ ଗୁହାରି କରୁଛନ୍ତି। ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଇଡିଦା ଅଞ୍ଚଳର ।

ଦିବ୍ୟାଙ୍ଗ ଜଣଙ୍କ ହେଉଛନ୍ତି ରଞ୍ଜନ ଦାସ। ରଞ୍ଜନଙ୍କ ୨ଗୋଡ଼ କାମ କରୁ ନଥିବାବେଳେ ଏବେ ତାଙ୍କ ପାଇଁ ବାଡ଼ି ହିଁ ସାହା ଭରସା ପାଲଟିଛି। ଏହାରି ଭିତରେ ରଞ୍ଜନ ମୁଣ୍ଡ ଗୁଞ୍ଜିଥିବା ଛୋଟିଆ ଚାଳ ଛପରଟି ମଧ୍ୟ ଭାଙ୍ଗିବାକୁ ବସିଲାଣି। ମୁଣ୍ଡ ଉପରେ ଛାତ ଘରଟିଏ ପାଇଁ ରଞ୍ଜନ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ନିଜର ଗୁହାରି ଜଣାଇଛନ୍ତି।କିନ୍ତୁ କିଛି ସୁଫଳ ମିଳୁନି ।ତେବେ ରଞ୍ଜନଙ୍କ ଗୁହାରି କେବେ ପ୍ରଶାସନିକ ଅଧିକାରୀଙ୍କ କାନରେ ପଡୁଛି ଓ ତାଙ୍କୁ ଘର ଖଣ୍ଡେ ମିଳୁଛି ,ତାକୁ ହିଁ ସମସ୍ତଙ୍କ ଅପେକ୍ଷା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.