ETV Bharat / state

ନବରାତ୍ରି: ଦାଣ୍ଡିଆ ନୃତ୍ୟରେ ଝୁମିଲେ ଅନୁଗୋଳବାସୀ - dandia dance in Angul

ଶେଷ ହୋଇଛି ମା’ଙ୍କର ନବରାତ୍ରି ପୂଜା । ପୂଜାର ଶେଷଦିନ ଅର୍ଥାତ ନବମୀ ରାତିରେ ଅନୁଗୋଳରେ ପ୍ରଥମ କରି ଆୟୋଜିତ ହୋଇଥିଲା ଦାଣ୍ଡିଆ ନୃତ୍ୟ । ଯେଉଁଥିରେ ସାମିଲ ହୋଇଥିଲେ ସବୁବର୍ଗର ଲୋକେ ।

ଡିଜାଇନ ଫଟୋ
author img

By

Published : Oct 8, 2019, 10:11 AM IST

ଅନୁଗୋଳ: ଶାରଦୀୟ ଉତ୍ସବରେ ସମସ୍ତେ ମତୁଆଲା । ମା’ଙ୍କ ଧରାବତରଣରେ ପୁଲକିତ ଲୋକେ । ଏହାରି ଭିତରେ ଶେଷ ହୋଇଛି ମା’ଙ୍କର ନବରାତ୍ରି ପୂଜା । ପୂଜାର ଶେଷଦିନ ଅର୍ଥାତ ନବମୀ ରାତିରେ ଅନୁଗୋଳରେ ପ୍ରଥମ କରି ଆୟୋଜିତ ହୋଇଥିଲା ଦାଣ୍ଡିଆ ନୃତ୍ୟ । ଯେଉଁଥିରେ ସାମିଲ ହୋଇଥିଲେ ସବୁବର୍ଗର ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଶେଷ ହୋଇଛି ଦେବୀ ଦୁର୍ଗାଙ୍କର ନବରାତ୍ରି ପୂଜା । ମାଙ୍କ ଆରାଧନାକୁ ନେଇ ସବୁଠି ଭକ୍ତି ପୂର୍ଣ୍ଣ ବାତାବରଣ ଥିବାବେଳେ ନବରାତ୍ରି ପୂଜାର ଶେଷ ରାତିରେ ଆୟୋଜିତ ହୋଇଛି ଦାଣ୍ଡିଆ ନୃତ୍ୟ । ଅନୁଗୋଳର ସବୁଠାରୁ ପୁରୁଣା ପୂଜା ମଣ୍ଡପ ଅମଲାପଡା ଏଥର 94 ବର୍ଷ ପୂଜା ଅବସରରେ ଆୟୋଜନ କରିଥିଲା ଏହି ଦାଣ୍ଡିଆ ନୃତ୍ୟ । ଯାହାକୁ କେହିବି ହାତ ଛଡା କରି ନଥିଲେ ।

ସବୁ ବର୍ଗର ପୁରୁଷ ଓ ମହିଳାଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ ଦାଣ୍ଡିଆର ଧୁନରେ ପାଦ ପକାଇଥିଲେ । ସନ୍ଧ୍ୟାରୁ ଆରମ୍ଭ ହୋଇ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା ଦାଣ୍ଡିଆ ନୃତ୍ୟର ଆସର । ଦାଣ୍ଡିଆ ନୃତ୍ୟର ତାଳରେ ସମସ୍ତେ ପାଦରେ ପାଦ ପକାଇ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଝୁମିଥିଲେ । ଏହା ସାଙ୍ଗକୁ ଡିଜେ ସାଉଣ୍ଡର ଧମାଲ ସମସ୍ତଙ୍କୁ ନାଚିବାକୁ ବାଧ୍ୟ କରିଥିଲା । ସହରରେ ପ୍ରଥମ କରି ଏଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାରୁ ସମସ୍ତଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା ।

ସେହିପରି ଆଜି ବିଜୟା ଦଶମୀ ଥିବାରୁ ମଣ୍ଡପରେ ରାବଣ ପୋଡି ହେବାର କାର୍ଯ୍ୟକ୍ରମ ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଶାରଦୀୟ ଉତ୍ସବ ରେ ସମସ୍ତେ ମତୁଆଲା । ମା ଙ୍କ ଧରାବତରଣ ରେ ପୁଲକିତ ସମସ୍ତେ । ଏହାରି ଭିତରେ ସେଶ ହୋଇଛି ମା ଙ୍କର ନବରାତ୍ରି ପୂଜା । ପୂଜାର ସେଶ ଦିନ ଅର୍ଥାତ ନବମୀ ରାତିରେ ଅନୁଗୋଳ ରେ ପ୍ରଥମ କରି ଆୟୋଜିତ ହୋଇଥିଲା ଦଣ୍ଡିଆ ନୃତ୍ୟ । ଯେଉଁଥିରେ ସାମିଲ ହୋଇଥିଲେ ସବୁବର୍ଗର ଲୋକେ । Body:ସେଶ ହୋଇଛି ଦେବୀ ଦୂର୍ଗାଙ୍କର ନବରାତ୍ରି ପୂଜା । ମାଙ୍କ ଆରାଧନା କୁ ନେଇ ସବୁଥି ଭକ୍ତି ପୂର୍ଣ୍ଣ ବାତାବରଣ ଥିବା ବେଳେ ନବରାତ୍ରି ପୂଜାର ଶେଷ ରାତିରେ ଆୟୋଜିତ ହୋଇଛି ଦଣ୍ଡିଆ ନୃତ୍ୟ । ଅନୁଗୋଳ ରେ ପ୍ରଥମ କରି ଏହି ଦଣ୍ଡିଆ ନୃତ୍ୟ ର ଆୟୋଜନ କରାଯାଇଥିଲା । ଅନୁଗୋଳ ର ସବୁଠାରୁ ପୁରୁଣା ପୂଜା ମଣ୍ଡପ ଅମଲାପଡା ଏଥର ୯୪ ବର୍ଷ ପୂଜା ଅବସରରେ ଆୟୋଜନ କରିଥିଲା ଏହି ଦଣ୍ଡିଆ ନୃତ୍ୟ । ଯାହାକୁ କେହିବି ହାତ ଛଡା କରି ନଥିଲେ । ସହର ସାଇ ତଥା ପଡା ର ସବୁ ବରଗଡ଼ ପୁରୁଷ ଓ ମହିଳା ଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ ଦଣ୍ଡିଆର ଧୁନ ରେ ପାଦ ପକାଇଥିଲେ । ସନ୍ଧ୍ୟାରୁ ଆରମ୍ଭ ହୋଇ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା ଦଣ୍ଡିଆ ନୃତ୍ୟର ଆଶର । ଦଣ୍ଡିଆ ନୃତ୍ୟର ତାଳ ରେ ସମସ୍ତେ ପାଦରେ ପାଦ ପକାଇ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଝୁମିଥିଲେ । ଏହା ସାଙ୍ଗକୁ DJ ସାଉଣ୍ଡ ର ଧମାଲ ସମସ୍ତଙ୍କୁ ନାଚିବାକୁ ବାଧ୍ୟ କରିଥିଲା । ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧିବା ପାଇଁ ଏଭଳି ପ୍ରୟାଶ କରିଥିବା କହିଛନ୍ତି ଆୟୋଜକ । ସହର ରେ ପ୍ରଥମ କରି ଏଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାରୁ ସମସ୍ତଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା ।
Byte – 1 ମିଷ୍ଠୀ
Byte – 2 ଜେସ୍ମିନ
Byte – 3 ମାମିନା
Conclusion:ଆଜି ବିଜୟା ଦଶମୀ ଏଥିପାୟମ ମଧ୍ୟ ବିଭିନ୍ନ ପୂଜା ମଣ୍ଡପରେ ରାବଣ ପୋଡି ସହ ଅନେକ କାର୍ଯ୍ୟକ୍ରମର ଯୋନନା ରହିଛି ।
ଅନୁଗୋଳରୁ ସଂଗ୍ରାମରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.