ETV Bharat / sports

ଜାତୀୟ କ୍ରୀଡା ପୁରସ୍କାର: ଜୁନ 22କୁ ଘୁଞ୍ଚିଲା ଆବେଦନର ଅବଧି - Ministry allows self-nomination

ବୁଧବାର କ୍ରୀଡା ସମ୍ମାନ ଆବେଦନର ଶେଷ ତାରିଖ ରହିଥିଲା । ତେବେ କ୍ରୀଡାମନ୍ତ୍ରଣାଳୟ ପକ୍ଷରୁ ଆବେଦନର ଅବଧିକୁ ଜୁନ 22 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

National Sports Awards: Ministry extends deadline for application; allows self-nomination
ଜାତୀୟ କ୍ରୀଡା ପୁରସ୍କାର: ଜୁନ 22କୁ ଘୁଞ୍ଚିଲା ଆବେଦନର ଅବଧି
author img

By

Published : Jun 4, 2020, 3:41 PM IST

ନୂଆଦିଲ୍ଲୀ: କ୍ରୀଡାମନ୍ତ୍ରଣାଳୟ ପକ୍ଷରୁ ଜାତୀୟ କ୍ରୀଡା ସମ୍ମାନ ଆବେଦନର ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଜୁନ 22 ପର୍ଯ୍ୟନ୍ତ ଆବେଦନର ଶେଷ ତାରିଖକୁ ବୃଦ୍ଧି କରାଯାଇଛି । ଏଥିସହିତ ବ୍ୟକ୍ତିଗତ ସ୍ତରରେ କ୍ରୀଡାବିତ ପୁରସ୍କାର ପାଇଁ ମନୋନୟନ ପତ୍ର ଦାଖଲ କରିବାକୁ ଅନୁମତି ପ୍ରଦାନ କରାଯାଇଛି ।

ବୁଧବାର କ୍ରୀଡା ସମ୍ମାନ ଆବେଦନର ଶେଷ ତାରିଖ ରହିଥିଲା । ତେବେ କୋରୋନା ଭାଇରସ ଲକଡାଉନ କାରଣରୁ ଏକାଧିକ ଫେଡେରେସନ ଖେଳାଳିଙ୍କ ନାମ ସୁପାରିଶ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଫଳରେ ଆବେଦନର ଅବଧିକୁ ଜୁନ 22 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଚଳିତ ବର୍ଷ କେବଳ ଇମେଲ-ଯୋଗେ ଆବେଦନ ଗ୍ରହଣ କରୁଛି କ୍ରୀଡାମନ୍ତ୍ରଣାଳୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.