ETV Bharat / sports

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା: ମ୍ୟାଚ ଦେଖିଲେ କ୍ରୀଡାମନ୍ତ୍ରୀ

author img

By

Published : Feb 28, 2020, 9:51 PM IST

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାର ବିଭିନ୍ନ ଭେନ୍ୟୁ ଗସ୍ତରେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢନ୍ତୁ...

Khelo India University games 2020
ତୁଷାରକାନ୍ତି ବେହେରା

ଭୁବନେଶ୍ବର: ଓଡିଶାରେ ଖେଳାଯାଉଛି ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାର ପ୍ରଥମ ସଂସ୍କରଣ । ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟର ପ୍ରତିଯୋଗୀମାନଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି ।

Khelo India University games 2020
ଫଟୋ ସୌଜନ୍ୟ: twitter@sports_odisha

ଶୁକ୍ରବାର ଖେଳାଯାଇଥିବା କିଛି ଇଭେଣ୍ଟରେ ଓଡିଶାକୁ ସଫଳତା ମିଳିଛି । ଓଡିଶା ସରକାରଙ୍କ କ୍ରୀଡାମନ୍ତ୍ରୀ ତୁଷାର କାନ୍ତି ବେହେରା କିଟ୍‌ ଷ୍ଟାଡିୟମ ସହ ପ୍ରତିଯୋଗିତା ଚାଲିଥିବା ବିଭିନ୍ନ ଭେନ୍ୟୁ ପରିଦର୍ଶନ କରିଥିଲେ । ଏଥିସହିତ ଷ୍ଟାଡିୟମରେ ରଗବୀ ଓ ଫୁଟବଲ ମ୍ୟାଚର ମଜା ନେଇଥିଲେ । ପରେ ପ୍ରତିଯୋଗୀମାନଙ୍କ ପାଇଁ ହୋଇଥିବା ସମସ୍ତ ବ୍ୟବସ୍ଥା ନେଇ ତଦାରଖ କରିଥିଲେ । ଖେଳାଳି ଓ ଦାୟିତ୍ବରେ ଥିବା ଅଧିକାରୀଙ୍କ ସହ ସମସ୍ତ ସୁବିଧା ବିଷୟରେ ପଚାରି ବୁଝିଥିଲେ ।

Khelo India University games 2020
ଫଟୋ ସୌଜନ୍ୟ: twitter@sports_odisha

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.