ETV Bharat / sports

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା: ଓଡିଶାକୁ ଗର୍ବିତ କଲେ ଦୂତୀ-ଦୀପାଳୀ

author img

By

Published : Mar 2, 2020, 4:21 AM IST

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାରେ ଦୁତୀ ଚାନ୍ଦଙ୍କ ସହ ଆଉ ଜଣେ ଝିଅ ଓଡିଶାକୁ ଗର୍ବିତ କରିଛନ୍ତି । 200 ମିଟର ମହିଳା ବିଭାଗ ଦୌଡ଼ରେ ସେ ଭାଗ ନେଇଥିଲେ । ସେ ହେଉଛନ୍ତି ନୟାଗଡ଼ ଶାସ୍ତ୍ରୀନଗର ଅଞ୍ଚଳର ତଥା ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରୀ ଦୀପାଳି ମହାପାତ୍ର ।

Khelo India University games 2020
ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା

ଭୁବନେଶ୍ବର: ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାରେ ଦୁତୀ ଚାନ୍ଦଙ୍କ ସହ ଆଉ ଜଣେ ଝିଅ ଓଡିଶାକୁ ଗର୍ବିତ କରିଛନ୍ତି । 200 ମିଟର ମହିଳା ବିଭାଗ ଦୌଡ଼ରେ ସେ ଭାଗ ନେଇଥିଲେ । ସେ ହେଉଛନ୍ତି ନୟାଗଡ଼ ଶାସ୍ତ୍ରୀନଗର ଅଞ୍ଚଳର ତଥା ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରୀ ଦୀପାଳି ମହାପାତ୍ର ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ମାତ୍ର 8 ମାସର ପ୍ରସ୍ତୁତି କରି ସେ ଏହି ପ୍ରତିଯୋଗିତାରେ ବ୍ରୋଞ୍ଜ ମେଡାଲ ଜିତିବାରେ ସଫଳତା ଲାଭ କରିଛନ୍ତି । ଏଥିପାଇଁ ସେ ନିଜର ପାଠ୍ୟକ୍ରମକୁ ପରିବର୍ତ୍ତନ କରିଥିବା ବେଳେ ତାଙ୍କ ତାଙ୍କ ପରିବାର ବେଶ ସହଯୋଗ କରିଥିବା କହିଛନ୍ତି । ତେବେ ଆଗକୁ ସେ ଅଧିକ ପରିଶ୍ରମ କରିବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.