ETV Bharat / sports

କୋଭିଡ-19: ଜୈବ ସୁରକ୍ଷା ବଳୟରେ ନ୍ୟାସନାଲ ସୁଟିଂ କ୍ୟାମ୍ପ

author img

By

Published : Oct 14, 2020, 12:05 PM IST

ଅକ୍ଟୋବର 15ରୁ ଆରମ୍ଭ ହେଉଛି ନ୍ୟାସନାଲ ସୁଟିଂ କ୍ୟାମ୍ପ । ନୂଆଦିଲ୍ଲୀର କରଣୀ ସିଂ ସୁଟିଂ ରେଞ୍ଜରେ ଏହି କ୍ୟାମ୍ପ ଡିସେମ୍ବର 17 ପର୍ଯ୍ୟନ୍ତ ଚାଲିବ ।

COVID-19: SAI, NRAI to maintain secure bio-bubble for national shooting camp
କୋଭିଡ-19: ଜୈବ ସୁରକ୍ଷା ବଳୟରେ ନ୍ୟାସନାଲ ସୁଟିଂ କ୍ୟାମ୍ପ

ହାଇଦ୍ରାବାଦ: ଅକ୍ଟୋବର 15ରୁ ଆରମ୍ଭ ହେଉଛି ନ୍ୟାସନାଲ ସୁଟିଂ କ୍ୟାମ୍ପ । ନୂଆଦିଲ୍ଲୀର କରଣୀ ସିଂ ସୁଟିଂ ରେଞ୍ଜରେ ଏହି କ୍ୟାମ୍ପ ଡିସେମ୍ବର 17 ପର୍ଯ୍ୟନ୍ତ ଚାଲିବ ।

ତେବେ ସୁଟିଂ କ୍ୟାମ୍ପରେ ଜୈବ ସୁରକ୍ଷା ବଳୟକୁ ସୁରକ୍ଷିତ ରକ୍ଷା ପାଇଁ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ(ସାଇ) ଓ ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ ଏସଓପି ଜାରି ହୋଇଛି ।

ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପରେ ଭାଗ ନେଉଥିବା ଖେଳାଳି ଓ ରେଞ୍ଜ ଅଧିକାରୀଙ୍କ ମଧ୍ୟରେ ସଂସ୍ପର୍ଶରେ ନ ଆସିବାକୁ ପ୍ରସ୍ତୁତି କରାଯାଇଛି ।

ମାର୍ଚ୍ଚରେ ଦେଶବ୍ୟାପୀ ଲକଡାଉନ ପରେ ଏହା ପ୍ରଥମ ଜାତୀୟ କ୍ୟାମ୍ପ ହେବ । ସେଥିପାଇଁ ସୁରକ୍ଷିତ ପରିବେଶରେ ଖେଳାଳିଙ୍କ ଅଭ୍ୟାସ ପ୍ରାଥମିକତା ରହିଥିବା ଏକ ଅଫିସିଆଲ ଘୋଷଣାନାମାରେ କହିଛନ୍ତି ଭାରତୀୟ ରାଇଫଲ ଆସୋସିଏସନର ସମ୍ପାଦକ ରାଜୀବ ଭାଟିଆ ।

ସମସ୍ତ ସୁଟର ଓ କୋଚଙ୍କର କୋଭିଡ ଟେଷ୍ଟ କରାଯିବ । ସମସ୍ତ ସଦସ୍ୟ 7ଦିନ ବାଧ୍ୟତାମୂଳକ କ୍ବାରେଣ୍ଟିନରେ ରହିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.