ETV Bharat / sports

IPL2021: ଦିଲ୍ଲୀ-ମୁମ୍ବାଇ ମହାମୁକାବିଲା, ଟସ୍‌ ଜିତିଲେ ପନ୍ତ - ଦିଲ୍ଲୀ କ୍ୟାପିଟାଲ୍ସ ବନମ ମୁମ୍ବାଇ ଇଣ୍ଡିଆନ୍ସ ମ୍ଯାଚ ଅପଡେ

ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଋଷଭ ପନ୍ତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

IPL 2021: Delhi Capitals won the toss opt to bowl against Mumbai Indians
IPL 2021: ଦିଲ୍ଲୀ-ମୁମ୍ବାଇ ମହାମୁକାବିଲା, ଟସ୍‌ ଜିତିଲେ ପନ୍ତ
author img

By

Published : Oct 2, 2021, 3:18 PM IST

Updated : Oct 2, 2021, 4:06 PM IST

ଶାରଜାହ: ଆଇପିଏଲର ୪୬ତମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ପ୍ଲେ-ଅଫରେ ସ୍ଥାନ ଦୃଷ୍ଟିରୁ ଏହି ମ୍ୟାଚ୍‌ ଉଭୟ ଟିମ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି ।

ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଋଷଭ ପନ୍ତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଏଥିସହ ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି ।

ଉଭୟ ଦିଲ୍ଲୀ ଓ ମୁମ୍ବାଇ ନିଜର ଚୂଡାନ୍ତ ଏକାଦଶରେ ଗୋଟିଏ ଲେଖାଏଁ ପରିବର୍ତ୍ତନ କରିଛନ୍ତି । ଲଳିତ ଯାଦବଙ୍କ ସ୍ଥାନରେ ପୃଥ୍ବୀ ଶ'ଟିମକୁ ଫେରିଥିବାବେଳେ, ମୁମ୍ବାଇ, ସ୍ପିନର ରାହୁଲ ଚହରଙ୍କ ସ୍ଥାନରେ ଜୟନ୍ତ ଯାଦବଙ୍କୁ ସାମିଲ କରିଛି ।

ଚୂଡାନ୍ତ ଏକାଦଶ:

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା(କ୍ୟାପଟେନ), କ୍ବିଣ୍ଟନ ଡିକକ୍‌(ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ସୌରଭ ତିୱାରୀ, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, କ୍ରୁଣାଳ ପାଣ୍ଡ୍ୟା, ନାଥନ କୁଲଟର-ନାଇଲ, ଜୟନ୍ତ ଯାଦବ, ଜଶପ୍ରୀତ ବୁମରାହ, ଟ୍ରେଣ୍ଟ ବୋଲ୍ଟ ।

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ବୀ ଶ, ଶିଖର ଧାୱନ, ଷ୍ଟିଭେନ ସ୍ମିଥ, ଶ୍ରେୟସ ଆୟର, ଋଷଭ ପନ୍ତ(କ୍ୟାପଟେନ/ୱିକେଟ କିପର), ସିମ୍ରନ ହେଟମେୟର, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, କାଗିସୋ ରବାଡା, ଅଭେଶ ଖାନ, ଆନରିଚ ନର୍କିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 2, 2021, 4:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.