ETV Bharat / sports

IPL 2022: ରାଜସ୍ଥାନ ବିପକ୍ଷରେ ଟସ୍‌ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି

ଟସ୍‌ ଜିତି ସନରାଇଜର୍ସ ହାଇଦ୍ରାବାଦ କ୍ୟାପଟେନ୍‌ କେନ ୱିଲିୟମସିନ ରାଜସ୍ଥାନକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Mar 29, 2022, 7:59 PM IST

IPL 2022: Sunrisers Hyderabad opt to bowl first against rajasthan royals
IPL 2022: ରାଜସ୍ଥାନ ବିପକ୍ଷରେ ଟସ୍‌ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି

ପୁନେ: ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଇପିଏଲ ୨୦୨୨ର ପଞ୍ଚମ ମୁକାବିଲା ରହିଛି । ଉଭୟ ଟିମ ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍‌ ଖେଳୁଛନ୍ତି । ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ(MCA) ଷ୍ଟାଡିୟମ ପୁନେରେ ଏହି ମ୍ୟାଚ୍‌ ଖେଳାଯାଉଛି । ଟସ୍‌ ଜିତି ସନରାଇଜର୍ସ ହାଇଦ୍ରାବାଦ କ୍ୟାପଟେନ୍‌ କେନ ୱିଲିୟମସିନ ରାଜସ୍ଥାନକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି । ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ଉଭୟ ଟିମ ଥିବାରୁ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ହେବ ବୋଲି ଆଶା କରାଯାଉଛି ।

ଚୁଡାନ୍ତ ଏକାଦଶ

ସନରାଇଜର୍ସ ହାଇଦ୍ରାବାଦ: କେନ ୱିଲିୟମସନ(କ୍ୟାପଟେନ୍‌), ଆଡନ ମାର୍କ୍ରମ, ରାହୁଲ ତ୍ରିପାଠୀ, ଅବଦୁଲ ସମାଦ, ୱାସିଂଟନ ସୁନ୍ଦର, ନିକୋଲାସ ପୋରୋନ(ୱିକେଟ କିପର), ଅଭିଶେକ ଶର୍ମା, ରୋମାରିଓ ସେଫର୍ଡ, ଭୁବନେଶ୍ବର କୁମାର, ଟି ନଟରାଜନ, ଉରମାନ ମଲିକ ।

ରାଜସ୍ଥାନ ରୟାଲ୍ସ: ଜସ ବଟଲର, ଜଶସ୍ବୀ ଜୟଶ୍ବାଲ, ଦେବଦତ୍ତ ପାଦିକ୍କଲ, ସଞ୍ଜୁ ସାମସନ(ୱିକେଟ କିପର/କ୍ୟାପଟେନ), ସିମ୍ରନ ହେଟମେୟର, ରିଆନ ପରାଗ, ରବିଚନ୍ଦ୍ରନ ଅଶ୍ବିନ, ନାଥନ କୁଲଟର-ନାଇଲ, ପ୍ରସିଦ୍ଧ କ୍ରୀଷ୍ଣା, ଟ୍ରେଣ୍ଟ ବୋଲ୍ଟ, ୟୁଜଭେନ୍ଦ୍ର ଚହଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.