ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡକୁ ଶେଷରେ ମିଳିଲେ ସଭାପତି ଓ ଉପ-ସଭାପତି । ରିହାନ ରିଚାର୍ଡସ ଓ ଡନଭନ ମେ ସର୍ବସହମତିରେ ସଭାପତି ଓ ଉପ-ସଭାପତି ନିର୍ବାଚିତ ହୋଇଛନ୍ତି । ଶନିବାର ବାର୍ଷିକ ସାଧାରଣ ବୈଠକରେ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ।
-
Cricket South Africa held a successful AGM today at which Mr Rihan Richards was elected as President and Mr Donovan May as Vice-President, both by unanimous vote.
— Cricket South Africa (@OfficialCSA) June 12, 2021 " class="align-text-top noRightClick twitterSection" data="
Full details: https://t.co/qg1DpLnaI6 pic.twitter.com/3Snu4ndwbE
">Cricket South Africa held a successful AGM today at which Mr Rihan Richards was elected as President and Mr Donovan May as Vice-President, both by unanimous vote.
— Cricket South Africa (@OfficialCSA) June 12, 2021
Full details: https://t.co/qg1DpLnaI6 pic.twitter.com/3Snu4ndwbECricket South Africa held a successful AGM today at which Mr Rihan Richards was elected as President and Mr Donovan May as Vice-President, both by unanimous vote.
— Cricket South Africa (@OfficialCSA) June 12, 2021
Full details: https://t.co/qg1DpLnaI6 pic.twitter.com/3Snu4ndwbE
ଷ୍ଟିଭେନ ବୁଦଲେନ୍ଦର ଏସସି, ଆଣ୍ଡ୍ରିୟୁ ହୁଟସନ, ଦଗମୋର ଲୁସବା, ଲୱସନ ନାଇଦୋ, ଆଣ୍ଡିସା ନସୁବେନ, ମାର୍କ ରେନର ଓ ମୁଦିତାମ୍ବି ରେଭଲଙ୍କୁ ସ୍ବାଧୀନ ନିର୍ଦ୍ଦେଶକ ଦାୟିତ୍ବ ମିଳିଥିବା CSA ଘୋଷଣା କରିଛି ।
ଏଥିସହ 8ଜଣ ଅଣସ୍ବାଧୀନ ନିର୍ଦ୍ଦେଶକ ମଧ୍ୟ ନିର୍ବାଚିତ ହୋଇଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବରରେ ନୂତନ CSA ବୋର୍ଡ ବାର୍ଷିକ ବୈଠକ ପାଇଁ ଯୋଜନା କରୁଛି । ନବନିର୍ବାଚିତ ବୋର୍ଡ ସଦସ୍ୟ ଦେଶର କ୍ରିକେଟ ପରିଚାଳନାରେ ସେବାରେ ନିଷ୍ଠାର ସହ ନିୟୋଜିତ ହେବେ ବୋଲି ଆଶାବାଦୀ ଥିବା କହିଛନ୍ତି ସଭାପତି ରିହାନ ରିଚାର୍ଡ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ