ETV Bharat / sports

10 ମାସ ପରେ ଜିଏସସିଏ ଓ୍ବେବସାଇଟ ଆଜୀବନ ସଦସ୍ୟ ଲିଷ୍ଟରେ ଧୋନିଙ୍କ ନାଁ ସାମିଲ - ଧୋନି

5 ଜୁଲାଇରେ ଝାଡଖଣ୍ଡ ଷ୍ଟେଟ କ୍ରିକେଟ ଆସୋସିଏସନ ପ୍ରବନ୍ଧନ ଧୋନିଙ୍କ ନାଁ ଜିଏସସିଏର ଓ୍ବେବସାଇଟ ଆଜୀବନ ସଦସ୍ୟ ରୂପରେ ସାମିଲ କରାଯାଇଛି । 27 ସେପ୍ଟେମ୍ବରରେ 2019ରେ ମାହିଙ୍କୁ ଆଜୀବନ ସଦସ୍ୟ କରିବା ପାଇଁ ନିଷ୍ପତ୍ତି କରାଯାଇଥିଲା ।

10ମାସ ପରେ ଧୋନିଙ୍କ ନାଁ ଆଜୀବନ ସଦସ୍ୟ ଲିଷ୍ଟରେ ହେଲା ସାମିଲ

author img

By

Published : Jul 6, 2020, 4:32 PM IST

ରାଞ୍ଚି: ଝାଡଖଣ୍ଡ ଷ୍ଟେଟ କ୍ରିକେଟ ଆସୋସିଏସନ ନିଜର ଓ୍ବେବସାଇଟରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଆଜୀବନ ସଦସ୍ୟ ସୂଚୀରେ ସାମିଲ କରିଛି । 2ଦିନ ପୂର୍ବରୁ ମାହିଙ୍କ ନାଁ ଜିଏସସିଏର ଓ୍ବେବସାଇଟରେ ସମ୍ନାନୀୟ ସଦସ୍ୟଙ୍କ ସୂଚୀରେ ରହିଥିଲା ।

5 ଜୁଲାଇରେ ଝାଡଖଣ୍ଡ ଷ୍ଟେଟ କ୍ରିକେଟ ଆସୋସିଏସନ ପ୍ରବନ୍ଧନ ଧୋନିଙ୍କ ନାଁ ଜିଏସସିଏର ଓ୍ବେବସାଇଟ ଆଜୀବନ ସଦସ୍ୟ ରୂପରେ ସାମିଲ କରାଯାଇଛି । 27 ସେପ୍ଟେମ୍ବରରେ 2019ରେ ମାହିଙ୍କୁ ଆଜୀବନ ସଦସ୍ୟ କରିବା ପାଇଁ ନିଷ୍ପତ୍ତି କରାଯାଇ ଅଧିକାରିକ ଭାବରେ ଘୋଷଣା କରାଯାଇଥିଲା । କିନ୍ତୁ ଓ୍ବେବସାଇଟରେ ଏଯାଏଁ ମାହିଙ୍କ ନାଁ ଆଜୀବନ ସଦସ୍ୟ ସୂଚୀରେ ନଥିଲା । ଏହି ମାମଲାକୁ ନେଇ ଜିଏସସିଏ ପଦାଧିକାରୀ କହିଛନ୍ତି ଯେ, ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଏପରି ହୋଇଛି । ଗତ ରବିବାର ଟେକନିକାଲ ଟିମ ମାହିଙ୍କ ନାଁ ଆଜୀବନ ସଦସ୍ୟ ଲିଷ୍ଟରେ ସାମିଲ କରିଛି । ଧୋନିଙ୍କ ନାଁ କ୍ରମିକ ସଂଖ୍ୟା 645ରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.