ETV Bharat / sports

ମହିଳା କ୍ରିକେଟ: ଦକ୍ଷିଣ ଆଫ୍ରିକାକୁ 131ରନର ଟାର୍ଗେଟ ଦେଲା ଭାରତ

ଭାରତୀୟ ମହିଳା କ୍ରିକେଟ ଦଳ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି20 ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି । ଭାରତ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 8 ୱିକେଟ ହରାଇ 130 ରନ କରିଛି ।

author img

By

Published : Sep 24, 2019, 9:21 PM IST

ଫଟୋ ସୌଜନ୍ୟ:twitter@BCCIWomen

ସୁରତ: ଆଜିଠୁ ଆରମ୍ଭ ହୋଇଛି ଭାରତୀୟ ମହିଳା କ୍ରିକେଟ ଦଳ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-20 ସିରିଜ । 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚ ସୁରତର ଲାଲାଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଖେଳାଯାଉଛି ।

INDW Vs SAW
ଫଟୋ ସୌଜନ୍ୟ:twitter@BCCIWomen

ଭାରତ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 8 ୱିକେଟ ହରାଇ 130 ରନ କରିଛି । ଭାରତ ପକ୍ଷରୁ କ୍ୟାପଟେନ ହରମିନପ୍ରିତ କୌର ସର୍ବାଧିକ 43 ରନ କରିଛନ୍ତି । ସ୍ମୃତି ମନ୍ଧାନା 21, ଦିପ୍ତି ଶର୍ମା16 ଓ ଜେମିମା ରୋଡ୍ରିଗ୍ୟୁସ 19 ରନର ପାଳି ଖେଳିଥିଲେ । ତେବେ କୌଣସି ଭାରତୀୟ ବଡ ସ୍କୋର କରିପାରିନଥିଲେ । ସେଥିପାଇଁ ଭାରତର ସ୍କୋର 130ରେ ସୀମିତି ହୋଇଛି ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଘାତକ ବୋଲିଂ କରିଥିଲେ ସବନିମ ଇସମେଲ । ସେ ସର୍ବାଧିକ 3ଟି ୱିକେଟ ହାସଲ କରିଛନ୍ତି । ନେଡିନ ଡି କ୍ଳର୍କ 2ଟି, ଟୁମି ସେଖୁଖୁନ ଓ ନୋଣ୍ଡୁମିଶୋ ସାଙ୍ଗସେ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.