ETV Bharat / sports

ପରଲୋକରେ ବୟୋଜ୍ୟେଷ୍ଠ କ୍ରିକେଟର ବସନ୍ତ ରାଇଜି - ପରଲୋକରେ କ୍ରିକେଟର ବସନ୍ତ ରାଇଜ

ପରଲୋକରେ ଭାରତର ବୟୋଜ୍ୟେଷ୍ଠ ପ୍ରଥମ ଶ୍ରେଣୀ କ୍ରିକେଟର ବସନ୍ତ ରାଇଜି । ମୃତ୍ୟୁ ବେଳକୁ ତାଙ୍କୁ 100 ବର୍ଷ ବୟସ ହୋଇଥିଲା ।

India's oldest first-class cricketer Vasant Raiji passes away
ପରଲୋକରେ ବୟଜ୍ୟେଷ୍ଠ କ୍ରିକେଟର ବସନ୍ତ ରାଇଜ
author img

By

Published : Jun 13, 2020, 12:57 PM IST

ମୁମ୍ବାଇ: ପରଲୋକରେ ଭାରତର ବୟୋଜ୍ୟେଷ୍ଠ ପ୍ରଥମ ଶ୍ରେଣୀ କ୍ରିକେଟର ବସନ୍ତ ରାଇଜି । ମୃତ୍ୟୁ ବେଳକୁ ତାଙ୍କୁ 100 ବର୍ଷ ବୟସ ହୋଇଥିଲା ।

India's oldest first-class cricketer Vasant Raiji passes away
ବସନ୍ତ ରାଇଜି

ବର୍ଷ 1940ରେ 9ଟି ପ୍ରଥମ ଶ୍ରେଣୀ ମ୍ୟାଚରୁ ସେ 277 ରନ ସଂଗ୍ରହ କରିଥିଲେ । ରଣଜୀ ଟ୍ରଫିରେ ବମ୍ବେ ଓ ବରୋଦା ପାଇଁ ଓପନର ବ୍ୟାଟ୍ସମ୍ୟାନ ରହିଥିଲେ । ବର୍ଷ 1944-45ରେ ଏକା ମ୍ୟାଚରେ ବରୋଦା ମହାରାଷ୍ଟ୍ରକୁ ପରାସ୍ତ କରିଥିଲା । ଏହି ମ୍ୟାଚର ଉଭୟ ଇଂନିସରେ ମ୍ୟାଚ ବିଜୟୀ 68 ଓ 53 ରନର ଇଂନିସ ଖେଳିଥିଲେ ବସନ୍ତ ରାଇଜି ।

  • Wishing you a very special 1⃣0⃣0⃣th birthday, Shri Vasant Raiji.

    Steve & I had a wonderful time listening to some amazing cricket 🏏 stories about the past.
    Thank you for passing on a treasure trove of memories about our beloved sport. pic.twitter.com/4zdoAcf8S3

    — Sachin Tendulkar (@sachin_rt) January 26, 2020 " class="align-text-top noRightClick twitterSection" data=" ">

ପେଷାରେ ସେ ଜଣେ ଦକ୍ଷ ଚାଟାର୍ଡ ଆକାଉଣ୍ଟାଟ ମଧ୍ୟ ଥିଲେ । ଚଳିତ ବର୍ଷ ଜାନୁଆରୀ 26 ତାରିଖରେ 100ତମ ଜନ୍ମଦିବସ ଷ୍ଟିଭ ୱ ଓ ସଚିନ ତେନ୍ଦୁଲକରଙ୍କ ସହ ମନାଇଥିଲେ ।

ଜନ ମ୍ୟାନର୍ସଙ୍କ ମୃତ୍ୟୁ ପରେ ଚଳିତ ବର୍ଷ ମାର୍ଚ୍ଚ 7ରେ ବସନ୍ତ ରାଇଜି ବିଶ୍ବର ସବୁଠାରୁ ବୟସ୍କ ଜୀବିତ କ୍ରିକେଟର ହୋଇଥିଲେ ।

ତେବେ ତାଙ୍କର ମୃତ୍ୟୁରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.