ETV Bharat / sports

ଦ୍ବିତୀୟ ଟେଷ୍ଟରେ ଜିମ୍ବାୱେକୁ ହରାଇଲା ଆଫଗାନିସ୍ତାନ, ସିରିଜ ବରାବର

ସ୍ଥାନୀୟ ଶୈଖ ଜାଏଦ ଷ୍ଟାଡିୟମରେ ଖେଳାଯାଉଥିବା ଜିମ୍ବାୱେ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଆଫଗାନିସ୍ତାନ ବିଜୟୀ । ଅଧିକ ପଢନ୍ତୁ...

author img

By

Published : Mar 14, 2021, 10:12 PM IST

2nd Test: Afghanistan draw series with 6-wkt win over Zim
ଦ୍ବିତୀୟ ଟେଷ୍ଟରେ ଜିମ୍ବାୱେକୁ ହରାଇଲା ଆଫଗାନିସ୍ତାନ, ସିରିଜ ବରାବର

ଆବୁଧାବି: ସ୍ଥାନୀୟ ଶୈଖ ଜାଏଦ ଷ୍ଟାଡିୟମରେ ଖେଳାଯାଉଥିବା ଜିମ୍ବାୱେ ବିପକ୍ଷ ଦ୍ବିତୀୟ ଟେଷ୍ଟକୁ ଆଫଗାନିସ୍ତାନ ଜିତିନେଇଛି । ଏଥିସହ 1-1ରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବରାବର ହୋଇଛି ।

ମ୍ୟାଚର ପଞ୍ଚମ ଦିନର ଶେଷ ସେସନରେ ନିର୍ଣ୍ଣୟ ହୋଇଥିଲା । ରହମାତ ଶାହଙ୍କ 58 ରନ ସହ ଓପନର ଇବ୍ରାହିମ ଜର୍ଡାନଙ୍କ ସହ 81 ରନର ଭାଗିଦାରୀ ବଳରେ ଆଫଗାନିସ୍ତାନ 108 ରନର ବିଜୟ ଲକ୍ଷ୍ୟକୁ ହାସଲ କରିଥିଲା ।

2nd Test: Afghanistan draw series with 6-wkt win over Zim
ରସିଦ ଖାନ

ପୂର୍ବରୁ ଜିମ୍ବାୱେ କ୍ୟାପଟେନ ସିନ ୱିଲିୟମସ 151 ରନରେ ଅପରାଜିତ ରହିଥିଲେ । ରସିଦ ଖାନ ଘାତକ ବୋଲିଂ ସହ 7 ୱିକେଟ ହାସଲ କରିଥିଲେ ।

ସଂକ୍ଷିପ୍ତ ସ୍କୋର: ଆଫଗାନିସ୍ତାନ 545/4 ପାଳି ଘୋଷଣା ଓ 108/4(ରହମତ ଶାହ 58, ଇବ୍ରାହିମ ଜର୍ଡାନ 29; ରିୟାନ ବୁର୍ଲ 2/16) ପରାସ୍ତ ଜିମ୍ବାୱେ 287 ଓ 365 ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.