ETV Bharat / sports

ବାର୍ସିଲୋନା ସ୍ପେନ ମାଷ୍ଟ୍ରର୍ସ: କ୍ବାର୍ଟରରେ ସାଇନା ଓ ସମୀର

ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ବାଲ ଉକ୍ରେନର ମାରିୟା ଉଲିଟିନାଙ୍କୁ ପରାସ୍ତ କରି ବାର୍ସିଲୋନା ସ୍ପେନ ମାଷ୍ଟ୍ରର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସେହିପରି ସମୀର ବର୍ମା ଜର୍ମାନୀର କାଇଙ୍କୁ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।

author img

By

Published : Feb 20, 2020, 11:42 PM IST

saina nehwal
saina nehwal

ହାଇଦ୍ରାବାଦ: ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ବାଲ ଗୁରୁବାର ଦିନ ଉକ୍ରେନର ମାରିୟା ଉଲିଟିନାଙ୍କୁ ପରାସ୍ତ କରି ବାର୍ସିଲୋନା ସ୍ପେନ ମାଷ୍ଟ୍ରର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।

saina nehwal
ବାର୍ସିଲୋନା ସ୍ପେନ ମାଷ୍ଟ୍ରସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ରେଜଲ୍ଟ

ସାଇନା ମାରିୟାକୁ 21-10,21-19ସେଟ୍‌ରେ ପରାସ୍ତ କରିଛନ୍ତି । ଏବେ ସାଇନାଙ୍କ ଆଗାମୀ ମୁକାବିଲା ଥାଇଲାଣ୍ଡର ବୁସାନନଙ୍କ ସହ ହେବ ।

ସେହିପରି ସମୀର ବର୍ମା ଜର୍ମାନୀର କାଇଙ୍କୁ 21-14,16-21,21-15ସେଟ୍‌ର୍ ପରାସ୍ତ କରି ପୁରୁଷ ଏକକ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।

ଅନ୍ୟପଟେ ଶ୍ରୀକାନ୍ତ ଭାରତୀୟ ଖେଳାଳି ଅଜୟ ଜୟରାମଙ୍କ ବିପକ୍ଷରେ 6-21,17-21ସେଟ୍‌ରେ ପରାସ୍ତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.