ETV Bharat / sitara

‘ସୁଟିଂ ନକଲେ ମରିଯିବି’

ସୁଟିଂ ସେଟକୁ ଯେବେଠୁ ସରକାର ବୟସ୍କ କଳାକାରଙ୍କୁ ସାମିଲ କରିବାକୁ ମନା କରିଛନ୍ତି । ଏହାକୁ ନେଇ ଅନେକ କଳାକାର ଦୁଃଖି । ଏବେ ନିଜ ଦୁଃଖ ବଖାଣିଛନ୍ତି ନଟ୍ଟୁ ଚାଚା ବାଲେ ଘନଶ୍ୟାମ ।

author img

By

Published : Jun 12, 2020, 7:34 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଲକଡାଉନ ପରେ ଫିଲ୍ମ, ଟିଭି ଶୋର ସୁଟିଂ କରିବାକୁ ଅନୁମତି ମିଳିଛି । ସରକାରଙ୍କ ନିୟମ ଅନୁଯାୟୀ 10 ବର୍ଷରୁ ଛୋଟ ପିଲା ଓ ବୟସ୍କ କଳାକାର ସୁଟିଂ କରିପାରିବେ ନାହିଁ । ଏବେ ଏହି ମାମଲା ଉପରେ ଫେମସ ଶୋ ‘ତାରକ ମେହତା କା ଉଲ୍ଟା ଚଷମା’ର ଅଭିନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହି ଶୋରେ ନଟ୍ଟୁ କାକା ଭୂମିକାରେ ଅଭିନୟ କରୁଥିବା ଅଭିନେତା ବାଲେ ଘନଶ୍ୟାମ ନାୟକ ନିଜ ମନ କଥା ବଖାଣିଛନ୍ତି ।

ସେ କହିଛନ୍ତି ଯେ ସେ ସୁସ୍ଥ ଅଛନ୍ତି ଓ ସୁଟିଂ କରିବାରେ ମଧ୍ୟ ସକ୍ଷମ । ଏଯାବତ ନିର୍ମାତାଙ୍କ ତରଫରୁ ତାଙ୍କୁ କିଛି କୁହାଯାଇନାହିଁ । ଯେବେଠୁ ସରକାର ଏହି ଘୋଷଣା କରିଛନ୍ତି, ସେହି ସମୟରୁ ତାଙ୍କ ପ୍ରଂଶସକ ତାଙ୍କୁ ମେସେଜ କରୁଛନ୍ତି ଯେ ତାଙ୍କ ବିନା ଶୋ ଖାଲି ଖାଲି ଲାଗିବ ।

ଯଦି ସେ ଆକ୍ଟି ନକରିବେ ତେବେ ସେ ମରିଯିବେ । ଜଣେ କଳାକାର ରୂପେ ସେ ନିଜ ଜୀବନର ଶେଷ ପର୍ଯ୍ୟନ୍ତ କାମ କରିବାକୁ ଚାହୁଛନ୍ତି । ଆଉ ଭଗବାନଙ୍କ ଦୟାରୁ ସେ ଏମିତି କରିବାରେ ସକ୍ଷମ ମଧ୍ୟ ଅଛନ୍ତି । ସୁଟିଂ ନକରିବାକୁ ତାଙ୍କୁ ନିରାଶ ଅନୁଭବ ହେଉଛି । 75 ବର୍ଷ ବୟରେ ମଧ୍ୟ କାମ କରିବାକୁ ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.