ETV Bharat / sitara

ଖୁବଶୀଘ୍ର ଆସିବ ‘ତାରକ ମେହତା କା ଉଲଟା ଚଷମା’ର କାର୍ଟୁନ ଭର୍ସନ

ସୋନି ୟାୟ୍ ଇନଷ୍ଟାଗ୍ରାମରେ ଜାରି ହେଲା ‘ତାରକ ମେହତା କା ଉଲ୍ଟା ଚଷମା’ର କାର୍ଟୁନ ଭର୍ସନ ପ୍ରୋମୋ ଭିଡିଓ । ଖୁବଶୀଘ୍ର ପ୍ରସାରିତ ହେବ ଶୋ । ଅଧିକ ପଢନ୍ତୁ...

author img

By

Published : Mar 24, 2021, 9:33 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନି ୟାୟ୍
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନି ୟାୟ୍

ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ ଶୋ ‘ତାରକ ମେହତା କା ଉଲ୍ଟା ଚଷମା’କୁ ନେଇ ଖୁସି ଖବର । ବଡ ଦର୍ଶକଙ୍କ ସହ ଏବେ ସାନ ଦର୍ଶକ ହେବ ମନୋରଞ୍ଜନ। କାରଣ ଏହି ଶୋର ଆନିମେଟେଡ ଭର୍ସନ ଆସିବାକୁ ଯାଉଛି । 2008 ଜୁଲାଇ 28ରେ ଶୋର ପ୍ରଥମ ଏପିସୋଡ ପ୍ରାସରିତ ହୋଇଥିଲା । ଆଉ ଏଯାବତ 3125 ଏପିସୋଡ ଦେଖିସାରିଲେଣି ସମସ୍ତେ । ‘ତାରଖ ମେହତା’ ଏକ ଫ୍ୟାମିଲି ଏଣ୍ଟରଟେନମେଣ୍ଟ ଶୋ, ଯାହାକୁ ସବୁବେଳେ ଦେଖିବାକୁ ପସନ୍ଦ କରନ୍ତି ଦର୍ଶକ ।

ଏବେ ଶୋର ଆନିମେଟେଡ ଭର୍ସନ ପିଲାଙ୍କ ପାଇଁ ସୋନି ୟାୟ୍ ଚ୍ୟାନେଲରରେ ପ୍ରସାରଣ ହେବାକୁ ଯାଉଛି । ସେପଟେ ଚ୍ୟାନେଲ ଶୋର ପ୍ରୋମୋ ଭିଡିଓ ରିଲିଜ କରିଦେଇଛନ୍ତି । ଯେଉଁଥିରେ ମୁଖ୍ୟ ଭୂମିକାର ଝଲକ ଦେଖିବାକୁ ମିଳୁଛି । କାର୍ଟୁନ ଶୋରେ ଜେଠାଲାଲା, ଦେୟାବେନ, ଟପ୍ପୁ ଓ ବାପୁଜି ଭଳି ସବୁ ଲୋକପ୍ରିୟ ଭୂମିକାକୁ ସାମିଲ କରାଯାଇଛି ।

ସୋନି ୟାୟ୍ ଇନଷ୍ଟାଗ୍ରାମରେ ପ୍ରୋମୋ ରିଲିଜ କରି ଲେଖାଯାଇଛି, ‘ଆମର ବ୍ରାଣ୍ଡ ନ୍ୟୁ ଶୋ ଟପୁର ଲୁକ୍ ରିଲିଜ କରି ଆମେ ସମସ୍ତେ ଉତ୍ସାହିତ । ଶୀଘ୍ର ଆସିବାକୁ ଯାଉଛି ।’

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.