ETV Bharat / sitara

କେବିସିରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ

କେବିସିରେ ଶୁଣିବାକୁ ମିଳିିଛି ଚନ୍ଦ୍ରାଣୀ ମୁର୍ମୁଙ୍କ ନାମ । 16ତମ ଲୋକସଭା ନିର୍ବାଚନରେ କେନ୍ଦୁଝରରୁ ନିର୍ବାଚିତ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ।

ଫଟୋ ସୌଜନ୍ୟ: ସୋସିଆଲ ମିିଡିଆ
author img

By

Published : Sep 15, 2019, 6:14 AM IST

ହାଇଦ୍ରାବାଦ: କେବିସିର 11ତମ ସିଜିନରେ ଶୁଣିବାକୁ ମିଳିଛି ଚନ୍ଦ୍ରାଣୀ ମୁର୍ମୁଙ୍କ ନାମ । ବିଜୁ ଜନତା ଦଳର କେନ୍ଦୁଝର ଏମପିଙ୍କ ନାମରେ ଏକ ପ୍ରଶ୍ନ ପ୍ରସ୍ତୁତ କରାଯାଇଥିଲା । ଲୋକସଭାର ସବୁଠାରୁ କମ୍‌ ବର୍ଷୀୟ ସାଂସଦ କିଏ ବୋଲି ପ୍ରଶ୍ନ କରିଥିଲେ ମହାନାୟକ ଅମିତାଭ ବଚ୍ଚନ ।

ଏଥିରେ ଉତ୍ତରରେ ଥିଲେ 26 ବର୍ଷିୟ ଚନ୍ଦ୍ରାଣୀ ମୁର୍ମୁ । ତେବେ ପ୍ରଶ୍ନର ସଠିକ ଉତ୍ତର ଦେଇ ପ୍ରତିଯୋଗୀ 6.4 ଲକ୍ଷ ଟଙ୍କା ଜିତିଥିଲେ । ପ୍ରକାଶ କି, ଚନ୍ଦ୍ରାଣୀ 1993 ମସିହା ଜୁନ 16ରେ ଜନ୍ମ ନେଇଥିଲେ । ସାଂସଦ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବ ବିଦ୍ୟାଳୟରୁ ସେ ମେକାନିକାଲ ଇଞ୍ଜିନିୟରିଂ କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.