ETV Bharat / sitara

BIGG BOSS 15 FINAE: ଚର୍ଚ୍ଚାରେ ଦୀପିକାଙ୍କ ଡ୍ରେସ, ଦାମ ଶୁଣିଲେ ଉଡିଯିବ ହୋସ - bb15 grand finale

ଆସନ୍ତା ମାସରେ ରିଲିଜ ହେବ ଦୀପିକା ପାଦୁକୋନ ଓ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଫିଲ୍ମ ଗେହେରାଇଆଁ(Gehraiyaan )। ଏହାର ପ୍ରମୋସନ ପାଇଁ ଆଜି(ରବିବାର) ପ୍ରସାରିତ ହେବାକୁ ଥିବା ବିଗବସ ୧୫ରେ ନିଜର ଆସିବେ ଉଭୟ । ଅଧିକ ପଢନ୍ତୁ

BIGG BOSS 15 FINAE : Gehraiyaanର ପ୍ରମୋସନ ପାଇଁ ନଜର ଆସିବେ ଦୀପିକା ସିଦ୍ଧାନ୍ତ

author img

By

Published : Jan 30, 2022, 8:36 PM IST

ହାଇଦ୍ରାବାଦ: ଆସନ୍ତା ମାସରେ ରିଲିଜ ହେବ ଦୀପିକା ପାଦୁକୋନ ଓ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଫିଲ୍ମ ଗେହେରାଇଆଁ(Gehraiyaan )। ଏହାର ପ୍ରମୋସନ ପାଇଁ ଆଜି(ରବିବାର) ପ୍ରସାରିତ ହେବାକୁ ଥିବା ବିଗବସ ୧୫ରେ ନଜର ଆସିବେ ଉଭୟ । ତେବେ ବିଗବସ ୧୫ରେ ଦୀପିକା ପିନ୍ଧିଥିବା ପୋଷାକର ଦାମ ଶୁଣିଲେ ଉଡିଯିବ ହୋସ ।

BIGG BOSS 15 FINAE : Gehraiyaanର ପ୍ରମୋସନ ପାଇଁ ନଜର ଆସିବେ ଦୀପିକା ସିଦ୍ଧାନ୍ତ
BIGG BOSS 15 FINAE : Gehraiyaanର ପ୍ରମୋସନ ପାଇଁ ନଜର ଆସିବେ ଦୀପିକା ସିଦ୍ଧାନ୍ତ

ଏନେଇ ଦୀପିକା ନିଜ ଇନଷ୍ଟାରେ ବିଗବସ ୧୫ର କିଛି ଫଟୋ ସେୟାର କରିଛନ୍ତି । ତେବେ ଏ ଡ୍ରେସଟି ଡିଜାଇନର ଆଲେକ୍ସଜାଣ୍ତର ଭାଉଥିରଙ୍କ ଦ୍ବାରା ଡିଜାଇନ କରାଯାଇଛି । ବ୍ଲାକ ବ୍ଲେଜର ଭଳି ଡ୍ରେସଟି ଡିଜାଇନ ହୋଇଛି । ଡ୍ରେସର ମୂଲ୍ୟ ଏକ ଲକ୍ଷରୁ ଅଧିକ ଟଙ୍କା ହୋଇଥିବା ଜଣାପଡିଛି ।

ଏହାବି ପଢନ୍ତୁ:Bigg Boss 15 finale: ସାମି ସାମିରେ ଷ୍ଟେଜ ଦୁଲୁକାଇବେ ଶମିତା

ଏହାସହ ଅଭିନେତ୍ରୀ ଜଣକ ଏକ ପେନସିଲ ହିଲ ପିନ୍ଧିଥିବା ବେଳେ ଏକ କ୍ୟୁବାନ ଲିଙ୍କ ଚେନ ଓ ଏକ ରିଙ୍ଗ ପିନ୍ଧିଛନ୍ତି । ତେବେ ପୂର୍ବରୁ ଅଭିନେତ୍ରୀ ଜଣକ ଡାଭିଡ କୋମାଙ୍କ ଦ୍ବାରା ଡିଜାଇନ କରାଯାଇଥିବା ହ୍ବାଇଟ ଓ ବ୍ଲାକର ଏକ ବ୍ଲେଜର ପିନ୍ଧି ଫିଲ୍ମର ପ୍ରମୋସନ କରିଥିଲେ । ଅପକମିଙ୍ଗ ଫଲ୍ମର ପ୍ରମୋସନ ପାଇଁ ସାଥୀ କଳାକାର ଅନନ୍ୟା ପାଣ୍ତେ ମଧ୍ୟ ସଲମାନ ଖାନଙ୍କ ବିଗବସରେ ମଧ୍ୟ ନଜର ଆସିବେ । ତେବେ ଫିଲ୍ମର ନିର୍ଦ୍ଦେଶକ ସକୁନ ବାତ୍ରା ରହିଛନ୍ତି । ଫିଲ୍ମଟି ଆସନ୍ତା ଫେବୃଆରୀ ୧୧ରେ ଆମାଜନ ପ୍ରାଇମରେ ରିଲିଜ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.