ETV Bharat / sitara

ପିତାଙ୍କ ସହିତ ଟାଇଗର ଶ୍ରଫଙ୍କ ପିଲାଦିନର ଫଟୋ ହେଲା ଭାଇରାଲ

ନିକଟରେ 'ବାଗୀ' ଅଭିନେତା ଟାଇଗରଙ୍କ ପିତା ଜ୍ୟାକି ଶ୍ରଫଙ୍କ ସହିତ ପିଲାଦିନର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜ୍ୟାକି ଟାଇଗରଙ୍କୁ କୋଳରେ ଧରିଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

author img

By

Published : Jul 23, 2020, 5:22 PM IST

Throwback Thursday: Tiger Shroff's adorable childhood picture with father Jackie Shroff
ପିତାଙ୍କ ସହିତ ଟାଇଗର ଶ୍ରଫଙ୍କ ପିଲାଦିନର ଫଟୋ ହେଲା ଭାଇରାଲ

ନୂଆଦିଲ୍ଲୀ: ଆକ୍ସନ ହିରୋ ଟାଇଗର ଶ୍ରଫ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ନଜର ଆସନ୍ତି । ସେ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ନିଜର ଫିଟନେସ, ୱାର୍କଆଉଟ ଭିଡିଓ ସେୟାର କରନ୍ତି । ଏବେ ପୁଣି ଏମିତି ଏକ ଫଟୋ ତାଙ୍କର ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ।

ଟାଇଗର ଶ୍ରଫ୍ ବଲିଉଡର ଅନ୍ୟତମ ପ୍ରତିଭାବାନ ଯୁବ ଅଭିନେତା । ଯିଏ କି ତାଙ୍କର କଠିନ ପରିଶ୍ରମ ଏବଂ ଚମତ୍କାର ଅଭିନୟରେ ପ୍ରଂଶସକଙ୍କ ହୃଦୟ ଜିତିଛନ୍ତି ।

ନିକଟରେ 'ବାଗୀ' ଅଭିନେତା ଟାଇଗରଙ୍କ ପିତା ଜ୍ୟାକି ଶ୍ରଫଙ୍କ ସହିତ ପିଲାଦିନର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜ୍ୟାକି ଟାଇଗରଙ୍କୁ କୋଳରେ ଧରିଥିବାର ଦେଖିବାକୁ ମିଳିଛି ।

ଟାଇଗରଙ୍କ ଏହି କ୍ୟୁଟ ଫଟୋକୁ ପ୍ରଂଶସକମାନେ ବହୁତ ପସନ୍ଦ କରୁଛନ୍ତି ।

ଆଗାମୀ ସମୟରେ, ଟାଇଗରଙ୍କ 'ହିରୋପନ୍ତି -2' ଯାହା 2021ରେ ମୁକ୍ତିଲାଭ କରିବ ।

ଅନ୍ୟପକ୍ଷରେ, ଜ୍ୟାକି 'ସୂର୍ୟ୍ୟବଂନ୍ସି', 'ରାଧେ ଇୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ' ଏବଂ 'ମୁମ୍ବାଇ ସାଗା' ଭଳି ଫିଲ୍ମରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.