ETV Bharat / sitara

ସୁଶାନ୍ତ ସିଂ ମୃତ୍ୟୁ ମାମଲା, ଡ୍ରଗ ସିଣ୍ଡିକେଟରେ 'ଗୋଆ କନେକ୍ସନ' - ସୁଶାନ୍ତି ସିଂ ମୃତ୍ୟୁ ମାମଲା

ସୁଶାନ୍ତ ସିଂ ମୃତ୍ୟୁ ମାମଲା ତଦନ୍ତ ପରିସର ଭୁକ୍ତ ହୋଇ ଭିନ୍ନ ମୋଡ ନେଇସାରିଛି। ଏହା ହତ୍ୟା ଓ ଆତ୍ମହତ୍ୟା ଉପରୁ ପରଦା ହଟାଇବା ପୂର୍ବରୁ ଆଉ ଏକ ଲିଙ୍କରେ ଛନ୍ଦି ହୋଇଯାଇଛି। ତେବେ ମୁମ୍ବାଇ ପରେ ଏହି ଡ୍ରଗ ସିଣ୍ଡିକେଟରେ ''ଗୋଆ କନେକ୍ସନ'' ରହିଥିବା ଖବର ମିଳିଛି।

ସୁଶାନ୍ତ ସିଂ ମୃତ୍ୟୁ ମାମଲା, ଡ୍ରଗ ସିଣ୍ଡିକେଟରେ ''ଗୋଆ କନେକ୍ସନ''

author img

By

Published : Sep 13, 2020, 9:50 AM IST

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲା ତଦନ୍ତ ପରିସର ଭୁକ୍ତ ହୋଇ ଭିନ୍ନ ମୋଡ ନେଇସାରିଛି। ଏହା ହତ୍ୟା ଓ ଆତ୍ମହତ୍ୟା ଉପରୁ ପରଦା ହଟାଇବା ପୂର୍ବରୁ ଆଉ ଏକ ଲିଙ୍କରେ ଛନ୍ଦି ହୋଇଯାଇଛି। ତେବେ ଅଭିନେତାଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏପର୍ଯ୍ୟନ୍ତ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛି। ତେବେ ଏହି ମାମଲାରେ ଏବେ ରଙ୍ଗୀନ ଦୁନିଆରେ ବୁଡି ରହୁଥିବା ବି ଟାଉନରେ ଏହି ଧଳାଜହରର ଚେରକୁ କାଟିବାକୁ ସାହାଯ୍ୟ କରିବ।

ଶନିବାରରେ ଗିରଫ ହୋଇଥିବା ଡ୍ରଗ୍ସ ଡିଲର କରମଜିତ ଏନସିବିକୁ ପଚରାଉଚରା ବେଳେ କହିଛନ୍ତି ଯେ ସେ ତାଙ୍କ ବ୍ୟକ୍ତିଗତ ସହାୟକ ଦୀପେଶ ସାୱନ୍ତ ଏବଂ ସାମୁଏଲ ମିରାଣ୍ଡାଙ୍କ ମାଧ୍ୟମରେ ସୁଶାନ୍ତଙ୍କୁ ପ୍ରାୟ 10 ଥର ଡ୍ରଗ୍ସ ଯୋଗାଇ ଦେଇଛନ୍ତି। ଗୋଆରୁ ଡ୍ରଗ୍ ମାଫିଆ କ୍ରିସ୍ କୋଷ୍ଟାଙ୍କୁ ମଧ୍ୟ ଏନସିବି ଗିରଫ କରିଛି। ଏହା ଜାଣିବାକୁ ମିଳିଛି ଯେ କୋଷ୍ଟ ଅନୁଜ କେସୱାନୀଙ୍କୁ ଏଲଏସଡି ଯୋଗାଉଥିଲେ।

ଏନସିବି ମଧ୍ୟ ଦୱାନୀ ନାମକ ଜଣେ ବ୍ୟକ୍ତିଙ୍କୁ ଖୋଜୁଛି, ଯିଏ ଦୀପେଶ ଏବଂ ସୌଭିକଙ୍କୁ ଅନେକ ଥର ଡ୍ରଗ୍ସ ଯୋଗାଇ ଦେଇଥିବାର ଅଭିଯୋଗ ହୋଇଛି। ଡ୍ରଗ୍ ବେପାରୀ କାଇଜାନ୍ ଇବ୍ରାହିମ୍ ଅନୁଜ କେସୱାନୀ ଏବଂ କରମଜିତଙ୍କ ମଧ୍ୟରେ ମୁଖ୍ୟ ଲିଙ୍କ ରହିଛି କୁହାଯାଉଛି। ଏନସିବି ଦ୍ବାରା ଏପର୍ଯ୍ୟନ୍ତ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ୍ ଅନୁଜ ଏବଂ ଦୱୀନଙ୍କ ସହ ସିଧାସଳଖ ଯୋଗାଯୋଗରେ ଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.