ETV Bharat / international

'କୋରୋନା ଭାଇରସ ଠୁ ଗୁଜବ ଅଧିକ ଭୟଙ୍କର'

କୋରୋନା ଭାଇରସ ଠାରୁ ଭୟଙ୍କର ଗୁଜବ ବୋଲି କହିଲେ ଚୀନ ରାଷ୍ଟ୍ରଦୂତ ସନ ୱେଇଡଙ୍ଗ । କାରଣ ଏହା ପ୍ରକୃତିରୁ ଜାତ ମନୁଷ୍ୟକୃତ ନୁହେଁ । ଅଧିକ ପଢନ୍ତୁ...

author img

By

Published : Feb 18, 2020, 10:08 PM IST

rumor is more dangerious than corona virus
ଭାଇରସ ଠାରୁ ଭୟଙ୍କର ଗୁଜବ

ବେଜିଂ: ସାରା ବିଶ୍ବରେ ଆତଙ୍କ ଖେଳାଇଥିବା କୋରୋନା ଭାଇରସକୁ ନେଇ ମତ ଦେଲେ ଚୀନ ରାଷ୍ଟ୍ରଦୂତ ସନ ୱେଇଡଙ୍ଗ । ୱେଇଡଙ୍ଗଙ୍କ କହିବା ଅନୁସାରେ, ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ ଏହି ଭାଇରସର ସୃଷ୍ଟି କେଉଁଠାରୁ ହୋଇଛି ।

କାରଣ ଏହା ପ୍ରକୃତିରୁ ଜାତ । ମନୁଷ୍ୟକୃତ ନୁହେଁ । ଉହାନର ନନଭେଜ ମାର୍କେଟରୁ ଏହାର ସୃଷ୍ଟି ହୋଇନାହିଁ ବୋଲି କହିଛନ୍ତି ସେ । ଏହି ଭାଇରାସ ଭୟଙ୍କର କିନ୍ତୁ ଏହା ଠାରୁ ଭୟଙ୍କର ଲୋକଙ୍କ ଭିତରେ ବ୍ୟାପୁଥିବା ଗୁଜବ ।

ଏହି ଭାଇରସ ମୋତେ 2003 ମସିହାରେ ବ୍ୟାପିଥିବା ସାର୍ସ (SARS) କଥା । ସେହି ସମୟରେ ମଧ୍ୟ ବୈଦେଶିକ ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିସ ସାଙ୍ଘାଇ ଗସ୍ତରେ ଆସିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.