ETV Bharat / international

ଚିକାଗୋ ଅନ୍ତିମ ସଂସ୍କାର ଗୃହ ନିକଟରେ ଗୁଳିକାଣ୍ଡ, 12 ଆହତ

ଚିକାଗୋ ଅନ୍ତିମ ସଂସ୍କାର ଗୃହ ନିକଟରେ ଗୁଳିକାଣ୍ଡ। ଏହି ଘଟଣାଟି ମଙ୍ଗଳବାର ଘଟିଥିବା ବେଳେ ପ୍ରାୟ 12 ଜଣଙ୍କୁ ଗୁଳି କରାଯାଇଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

author img

By

Published : Jul 22, 2020, 11:42 AM IST

ଚିକାଗୋ ଅନ୍ତିମ ସଂସ୍କାର ଗୃହ ନିକଟରେ ଗୁଳିକାଣ୍ଡ, 12 ଆହତ
ଚିକାଗୋ ଅନ୍ତିମ ସଂସ୍କାର ଗୃହ ନିକଟରେ ଗୁଳିକାଣ୍ଡ, 12 ଆହତ

ୱାସିଂଟନ୍: ଚିକାଗୋ ଅନ୍ତିମ ସଂସ୍କାର ଗୃହ ନିକଟରେ ଗୁଳିକାଣ୍ଡ। ଏହି ଘଟଣାଟି ମଙ୍ଗଳବାର ଘଟିଥିବା ବେଳେ ପ୍ରାୟ 12 ଜଣଙ୍କୁ ଗୁଳି କରାଯାଇଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ଏହି ଗୁଳିକାଣ୍ଡରେ କେତେ ସଂଖ୍ୟକ ଲୋକ ଆହତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ଆକଳନ କରିବା ସ୍ଥାନୀୟ ଅଧିକାରୀମାନେ ସକ୍ଷମ ହୋଇ ନାହାଁନ୍ତି। ଏମାନଙ୍କ ବ୍ୟତୀତ ଏରିଆ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଗୁଳି ବିନିମୟ ପରେ ଅନେକ ଲୋକ ଘଟଣାସ୍ଥଳରୁ ପଳାଇଥିଲେ।

ନ୍ୟୁୟର୍କ ପୋଷ୍ଟ ରିପୋର୍ଟ କରିଛି ଯେ ମଙ୍ଗଳବାର ରାତି 8 ଟା ପୂର୍ବରୁ ଏହା ଘଟିଥିଲା । ଡବ୍ଲୁବିବିଏମ- ଟିଭିର ସାମ୍ବାଦିକ ଏନେଇ ପ୍ରଥମେ ଟ୍ୱିଟରରେ 10 ଜଣ ଆହତ ହୋଇଥିବା ଖବର ଜଣାଇଥିଲେ।

ଏଡୱାର୍ଡସ ଏହି ପୋଷ୍ଟକୁ ଅପଡେଟ୍ କରି ପରବର୍ତ୍ତୀ ସମୟରେ କହିଥିଲେ ଯେ ସେଠାରେ12 ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଏହି ଘଟଣା ସହିତ ଚିକାଗୋରେ ଅନେକ ବାର ଗୁଳିବିନିମୟ ହିଂସା ଘଟଣା ଜାରି ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.