ETV Bharat / elections

ମହାରାଷ୍ଟ୍ରରେ ସରକାର ଗଠନ ବିଳମ୍ବ ହେବ!

author img

By

Published : Oct 26, 2019, 3:26 PM IST

ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ? ଲାଗି ରହିଛି ଛକାପଞ୍ଝା। ଉଭୟ ଦଳ ନିଜ ନିଜ ଜିଦରେ ଅଟଳ।

ଫଟୋ ସୌଜନ୍ୟ: ଏଏନଆଇ

ହାଇଦ୍ରାବାଦ: ମହାରାଷ୍ଟ୍ରର ବିଧାନସଭା ନିର୍ବାଚନରେ ପୁଣିଥରେ ବିଜେପି-ଶିବସେନା ମେଣ୍ଟ କ୍ଷମତାକୁ ଫେରୁଛି ସତ, ଉଭୟ ଦଳ ପାଇଁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେ ଲାଗି ରହିଛି ଟଣାଓଟରା । ଶିବସେନା ସିଧାସିଧା ମୁଖ୍ୟମନ୍ତ୍ରୀ ପଦ ଦାବି କରୁଥିବା ବେଳେ ବିଜେପି କୌଣସି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ପ୍ରସ୍ତୁତ ନୁହେଁ । ଫଳରେ ରାଜ୍ୟରେ ସରକାର ଗଠନ ବିଳମ୍ବ ହେବା ସ୍ପଷ୍ଟ ହୋଇଯାଇଛି ।

କାରଣ ଆସନ୍ତା କାଲି ଦୀପାବଳି ଏହାସହ ଉଭୟ ଦଳର କେନ୍ଦ୍ରସ୍ତରୀୟ ନେତା ଏପ୍ରସଙ୍ଗରେ ଆଲୋଚନା ମଧ୍ୟ କରିନାହାଁନ୍ତି । ତେଣୁ ସରକାର ଗଠନ ହେବା ଏକ ପ୍ରକାର ସ୍ପଷ୍ଟ । ଆଜି ବିଜେପି ମହାରାଷ୍ଟ୍ର ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଦଳର ବିଧାୟକ ଦଳ ବୈଠକ 30 ଅକ୍ଟୋବରରେ ବିଧାନ ଭବନ ଠାରେ ଆୟୋଜିତ ହେବ । ଏହି ବୈଠକରେ ଦଳର ସମସ୍ତ ନବ ନିର୍ବାଚିତ ବିଧାୟକ ଯୋଗଦେବେ ଏବଂ ଦଳର ନେତା ଚୟନ କରିବେ । ଏହି ଦୃଷ୍ଟିରୁ ମହାରାଷ୍ଟ୍ରରେ ସରକାର ଗଠନ ବିଳମ୍ବ ହୋଇପାରେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.