ETV Bharat / city

5ଦିନ ପରେ ନିଖୋଜ ମିସ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ନିଖୋଜ ମିସ୍ତ୍ରୀଙ୍କର ମିଳିଲା ମୃତଦେହ, ହତ୍ୟା ସନ୍ଦେହ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ.....

author img

By

Published : Jun 16, 2020, 12:45 PM IST

The body of the missing mechanic was found, suspected of murder
ନିଖୋଜ ମିସ୍ତ୍ରୀଙ୍କର ମିଳିଲା ମୃତଦେହ, ହତ୍ୟା ସନ୍ଦେହ

ରାଉରକେଲା : ନିଖୋଜ ମିସ୍ତ୍ରୀଙ୍କର ମିଳିଲା ମୃତଦେହ । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ସୁନ୍ଦରଗଡ ଜିଲ୍ଲାର କେ ବଳଙ୍ଗ ଥାନା ଅଞ୍ଚଳରୁ । ସେହି ଅଞ୍ଚଳର ସୁରେଶ କୁମ୍ଭାର ନାମକ କାଠ ମିସ୍ତ୍ରୀ ଗତ 12 ତାରିଖରୁ ନିଖୋଜ ହୋଇଥିଲେ । ହେଲେ ସୋମବାର ଚାନ୍ଧିପୋଷ ଥାନାର ସିଲ ପୁଞ୍ଜି ଅଞ୍ଚଳର ଏକ ଘରୁ ମୃତଦେହ ଠାବ ହୋଇଛି । ଜଣେ ପୋଲିସ କର୍ମଚାରୀଙ୍କ ସହ ଏକ ଖଟ ତିଆରିକୁ ନେଇ ଯୁକ୍ତିତର୍କ ହୋଇଥିଲା ବୋଲି ପରିବାର ଲୋକେ ଅଭିଯୋଗ ଆଣିଥିଲେ ।

ଏନେଇ ତାଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ପରିବାର ଲୋକେ । ପୋଲିସ ମୃତଦେହ ଜବତ କରିବା ସହ ଛାନଭିନ ଜାରି ରଖିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.