ETV Bharat / city

ଏସସିବି ସମ୍ପ୍ରସାରଣ: ନୂଆ ନିମସାହିରୁ 85 ଘର ଉଚ୍ଛେଦ

author img

By

Published : Mar 17, 2021, 4:39 PM IST

ଏସସିବି ମେଡିକାଲ ସମ୍ପ୍ରସାରଣ ପାଇଁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ନୂଆ ନିମସାହିରୁ 85 ଘର ଉଚ୍ଛେଦ କରାଯାଇଛି । ଅଧିକ ପଢନ୍ତୁୁ...

eviction started in cuttck for SCB expansion
ଏସସିବି ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା,ନୂଆ ନିମସାହିରୁ 85 ଘର ଉଚ୍ଛେଦ

କଟକ: ଏସସିବି ମେଡିକାଲ ସମ୍ପ୍ରସାରଣ ପାଇଁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ଆଜି(ବୁଧବାର) ଚାଉଳିଆଗଞ୍ଜ ନୂଆ ନିମସାହିରୁ 85 ଘର ଉଚ୍ଛେଦ କରାଯାଇଛି । ଏହାସହ ସେମାନଙ୍କୁ ସ୍ଥାନୀୟ ଷଷ୍ଠ ବାଟାଲିଅନ ନିକଟରେ ଥଇଥାନ କରାଯାଇଛି ।

4 ଦିନ ପୂର୍ବରୁ ଉଚ୍ଛେଦ ପାଇଁ ସମସ୍ତ ଜନସାଧାରଣଙ୍କୁ ସୂଚନା ଦିଆଯାଇଥିଲା । ଫଳରେ ବୁଧବାର ସମସ୍ତ ଘର ଉଚ୍ଛେଦ କରାଯାଇଛି । ଅନ୍ୟପଟେ ଏହି ଉଚ୍ଛେଦ ପ୍ରକ୍ରିୟାକୁ ସ୍ବାଗତ କରିଛନ୍ତି ସ୍ଥାନୀୟ ଲୋକେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.