ETV Bharat / city

ଜାତୀୟ ମହିଳା ଫୁଟବଲ କୋଚିଂ କ୍ୟାମ୍ପରେ 2 ଓଡ଼ିଆ - National Women's Football Coaching Camp

ଜାତୀୟ ମହିଳା ଫୁଟବଲ କ୍ୟାମ୍ପରେ 2 ଓଡ଼ିଆ । ମୟୁରଭଞ୍ଜର ଜବାମଣି ଟୁଡୁ ଓ ସୁନ୍ଦରଗଡ଼ର ପ୍ୟାରୀ ଖାକା ଜାତୀୟ କୋଚିଂ କ୍ୟାମ୍ପରେ ହେବେ ସାମିଲ । ଅଧିକ ପଢନ୍ତୁ...

2 Odia people selected for National Women's Football Coaching Camp
ଜାତୀୟ ମହିଳା ଫୁଟବଲ କୋଚିଂ କ୍ୟାମ୍ପରେ 2 ଓଡ଼ିଆ
author img

By

Published : Nov 21, 2020, 10:32 PM IST

କଟକ: ଜାତୀୟ ମହିଳା ଫୁଟବଲ କ୍ୟାମ୍ପରେ 2 ଓଡ଼ିଆ । ମୟୁରଭଞ୍ଜର ଜବାମଣି ଟୁଡୁ ଓ ସୁନ୍ଦରଗଡ଼ର ପ୍ୟାରୀ ଖାକା ଜାତୀୟ କୋଚିଂ କ୍ୟାମ୍ପରେ ହେବେ ସାମିଲ ।

ଡିସେମ୍ବର 1 ରେ ଗୋଆରେ ହେବାକୁ ଥିବା ଜାତୀୟ କୋଚିଂ କ୍ୟାମ୍ପରେ ସାମିଲ ହେବେ ଏହି ଦୁଇ ଓଡ଼ିଆ ମହିଳା ତାରକା ଫୁଟବଲ ଖେଳାଳି । ଏହି କ୍ୟାମ୍ପରୁ ଚୟନ ହୋଇପାରେ ଭାରତୀୟ ଦଳ । ଆଉ ଆସନ୍ତାବର୍ଷ ଖେଳାଯିବାକୁ ଥିବା ଏଏଫସି ମହିଳା ଏସିଆ କପରେ ଭାଗ ନେବା ପାଇଁ ଦଳ ନିର୍ମାଣ କରିବ ବ୍ଲୁ ପ୍ରିଣ୍ଟ ।

ଏହି ଦୁଇ ଓଡ଼ିଆ କ୍ୟାମ୍ପରେ ସାମିଲ ହେବା ଖବର ମିଳିଲା ପରେ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନକୁ ଧନ୍ୟବାଦ ଜାଣିଛନ୍ତି ଓଡିଶା ଫୁଟବଲ ସଙ୍ଘ । ତେବେ ଉଭୟ ଭାରତୀୟ ଦଳରେ ସ୍ଥାନ ପକା କରନ୍ତୁ ବୋଲି ଆଶା ରଖଛନ୍ତି ସମ୍ପାଦକ ଆଶ୍ରିବାଦ ବେହେରା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.