ETV Bharat / city

ହାତୀଦାନ୍ତ ତସ୍କରି ବେଳେ STF ହାତରେ ଚୋରା ଚାଲାଣକାରୀ - ହାତୀ ଦାନ୍ତ ତସ୍କରୀ

ବଲାଙ୍ଗୀର ଦେଓଗାଁ ଜଙ୍ଗଲରେ ହାତୀଦାନ୍ତ ତସ୍କରୀ । 9 କେଜିର ହାତୀଦାନ୍ତ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କଲା STF । ଅଧିକ ପଢନ୍ତୁ

ହାତୀଦାନ୍ତ ତସ୍କରକୁ ବାନ୍ଧିଲା STF
ହାତୀଦାନ୍ତ ତସ୍କରକୁ ବାନ୍ଧିଲା STF
author img

By

Published : Dec 8, 2021, 12:10 PM IST

ଭୁବନେଶ୍ବର: ବଲାଙ୍ଗୀର ଦେଓଗାଁ ଜଙ୍ଗଲରେ ହାତୀଦାନ୍ତ ତସ୍କରୀ । ତୁସୁରା ଥାନା ଅନ୍ତର୍ଗତ ଗୁଡଭେଲା ଗାଁ ନିକଟରେ ହାତୀଦାନ୍ତ ଲୁଚାଇଥିଲା ତସ୍କର । ଖବର ପାଇ ଜବତ କଲା ଏସଟିଏଫ୍ (STF) । ଘର ଭିତରୁ 9 କେଜିର ହାତୀଦାନ୍ତ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ଟିମ୍ । ଅଭିଯୁକ୍ତର ନାମ ବିପୁଲ ବାଗ ଏବଂ ଘର ତୁସୁରା ନିମୁସିରେ ବୋଲି ଜଣାପଡିଛି ।

ହାତୀଦାନ୍ତ ତସ୍କରକୁ ବାନ୍ଧିଲା STF
ହାତୀଦାନ୍ତ ତସ୍କରକୁ ବାନ୍ଧିଲା STF

ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ୨୦୨୦ରୁ ଏଯାବତ୍ ୨୦ଟି ବାଘଛାଲ ସହ ୧୨ଟି ହାତୀଦାନ୍ତ, ୨ଟି ହରିଣ ଛାଲ, ୮ଟି ବଜ୍ରକାପ୍ତା ଓ ୧୫ କେଜିର ବଜ୍ରକାପ୍ତା ଖୋଳ ଜବତ କରାଯାଇଛି । ଘଟଣାରେ ୪୮ଜଣ ବନ୍ୟପ୍ରାଣୀ ଅଙ୍ଗ ତସ୍କରୀ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ୍ (STF) ଟିମ ।

ହାତୀଦାନ୍ତ ତସ୍କରକୁ ବାନ୍ଧିଲା STF
ହାତୀଦାନ୍ତ ତସ୍କରକୁ ବାନ୍ଧିଲା STF

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.