ETV Bharat / city

ପୋଲିସ ସେବା ଭବନରେ ଟିକା ନେଲେ ପୋଲିସ ଅଧିକାରୀ - police seva bhana

ଆଜିଠୁ ଆରମ୍ଭ ହୋଇଛି 2ୟ ପର୍ଯ୍ୟାୟର ଟୀକାକରଣ । ଏନେଇ ପୋଲିସ ସେବା ଭବନରେ ଟୀକାକରଣ ଆରମ୍ଭ ହୋଇଛି । ଏଠାରେ ପ୍ରଥମେ ଅତିରିକ୍ତ ପୋଲିସ କମିଶନର ଟିକା ନେଇଛନ୍ତି।

ପୋଲିସ ସେବା ଭବନରେ ଟିକା ନେଲେ ପୋଲିସ ଅଧିକାରୀ

author img

By

Published : Feb 6, 2021, 1:17 PM IST

ଭୁବନେଶ୍ବର: ପୋଲିସ ସେବା ଭବନରେ ଟିକା ନେଲେ ପୋଲିସ ଅଧିକାରୀ । ଆଜିଠାରୁ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟର ଟୀକାକରଣ । ଏନେଇ ପୋଲିସ ସେବା ଭବନରେ ଟୀକାକରଣ ଆରମ୍ଭ ହୋଇଛି । ପ୍ରଥମେ ଅତିରିକ୍ତ ପୋଲିସ କମିଶନର ଟିକା ନେଇଛନ୍ତି।

ପୋଲିସ ସେବା ଭବନରେ ଟିକା ନେଲେ ପୋଲିସ ଅଧିକାରୀ

ରାଜ୍ୟରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟର ଟୀକାକରଣ । ଏଥିରେ ସାମିଲ ହୋଇଛନ୍ତି ସମ୍ମୁଖ ଯୋଦ୍ଧା । ଆଜି ସମ୍ମୁଖ ଯୋଦ୍ଧା ଭାବରେ ପୋଲିସକର୍ମୀ ଓ ଅଧିକାରୀମାନେ ଟିକା ଗ୍ରହଣ କରିଛନ୍ତି । ପୋଲିସ ସେବାଭବନରେ ଅତିରିକ୍ତ ପୋଲିସ କମିଶନର ରେଖା ଲୋହାନି ସମେତ ସିକ୍ୟୁରିଟି ଡିସିପି ନିର୍ମଳ ଶତପଥୀ ଟିକା ଗ୍ରହଣ କରିଛନ୍ତି । ପରେ ପରେ ଅନ୍ୟ ପୋଲିସ କର୍ମଚାରୀମାନେ ଟିକା ଗ୍ରହଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆଜି 100 ଜଣ ପୋଲିସ କର୍ମଚାରୀ ଟିକା ନେଇଥିବା ବେଳେ ଆଗାମୀ ଦିନରେ ସମସ୍ତ ପୋଲିସ କର୍ମଚାରୀମାନେ ଟିକା ଗ୍ରହଣ କରିବେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.