ETV Bharat / city

ଚନ୍ଦ୍ରଯାନ 2: ଅସଫଳ ଲ୍ୟାଣ୍ଡିଂ କିନ୍ତୁ ସଫଳ ଅର୍ବିଟର

author img

By

Published : Sep 8, 2019, 7:15 AM IST

ଚନ୍ଦ୍ରଯାନ-2 ର ସଫଳ ଲ୍ୟାଣ୍ଡିଂ ହୋଇନାହିଁ ସତ ହେଲେ ଏବେ ବି ଅର୍ବିଟର ଭାଗଟି ସଫଳ ହୋଇଛି ବୋଲି କହିଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ।

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଚନ୍ଦ୍ରଯାନ-2 ଏକ ସଫଳ ଲ୍ୟାଣ୍ଡିଂ ହୋଇନାହିଁ ସତ ହେଲେ ଏବେ ବି ଅର୍ବିଟର ଭାଗଟି ସଫଳ ହୋଇଛି ବୋଲି କହିଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ତେବେ ସେ କହିଛନ୍ତି ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଛିନ୍ନ ହୋଇଥିଲେ ମଧ୍ୟ ଅର୍ବିଟର ଭାଗଟି ସଫଳ ହୋଇଛି । ଯାହା ଅନ୍ୟ ଦେଶ ତୁଳନାରେ ଆମକୁ ଭଲ ଭାବରେ ଚନ୍ଦ୍ରପୃଷ୍ଠରୁ ଭଲ ମ୍ୟାପ ଦେବ । କାରଣ ସେଥିରେ 8 ଟି ଯନ୍ତ୍ରପାତି ଲାଗିଛି । ଯାହାକି ଇସ୍ରୋକୁ ଗୋଟିଏ ବର୍ଷ ଯାଏଁ ଚନ୍ଦ୍ରପୃଷ୍ଠର ବିଭିନ୍ନ ଫଟୋ ପଠାଇବ ।

ଏଥିସହ ସେ କହିଛନ୍ତି ବର୍ତ୍ତମାନ ଲ୍ୟାଣ୍ଡରର ସ୍ଥିତି କହିବା ଅସମ୍ଭବ । କାରଣ ବୈଜ୍ଞାନିକମାନେ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର ତ୍ରୁଟି ଜାଣିବା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି । ମାତ୍ର ପୁଣି ଥରେ ଲ୍ୟାଣ୍ଡର ସହ ଯୋଗାଯୋଗ କରିବା ମଧ୍ୟ କଷ୍ଟ ସାଧ୍ୟ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଅନ୍ୟ ଦେଶ ଠାରୁ ଆମେ ଚନ୍ଦ୍ର ପୃଷ୍ଠ ର ଏକ ଭଲ ମ୍ୟାପ ପାଇ ପରିବା : ପଠାଣି ସାମନ୍ତ ପ୍ଲାନେଟରୀୟମ ନିର୍ଦେଶକ
ଆମ ଚାନ୍ଦ୍ରଜାନ 2 ରେ ଏକ ସଫଳ ଲ୍ୟାଣ୍ଡିଙ୍ଗ ହୋଇ ନାହିଁ ସତ ହେଲେ ଏବେ ବି ଅରବିଟର ଭାଗ ଟି ସଫଳ ହୋଇଛି। ଯାହା ଏ ଅନ୍ୟ ଦେଶ ତୁଳନା ରେ ଭଲ ଭାବରେ ଆମକୁ ଚନ୍ଦ୍ର ପୃଷ୍ଠ ର ଫଟେ ଦେବ । କାରଣ ସେଥିରେ 8 ଟି ଯନ୍ତ୍ରପାତି ଲାଗିଛି ଯାହା କି ଇସ୍ରୋ କୁ ଗୋଟିଏ ବର୍ଷ ଯାଏ ଭଲ ଫଟେ ପଠାଇବ। ବର୍ତ୍ତମାନ ଲ୍ୟାଣ୍ଡର ର ସ୍ଥିତି କହିବା ଅସମ୍ଭବ ଓ ଆଉ ତା ସହ ପୁଣି ଥରେ ଯୋଗା ଯୋଗ ମଧ୍ୟ କଷ୍ଟ ସାଧ୍ୟ କାମ ଅଟେ ବୋଲି ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟରୀୟମ ନିର୍ଦେଶକ ଶୁଭେନ୍ଦୁ ପାଟନାୟକ କହିଛନ୍ତି। ଏହା ଛଡା ଚନ୍ଦ୍ରଜାନ 1 ସମୟ ରେ ଚାନ୍ଦ୍ରପୃଷ୍ଠ ରେ ଯୋଉ ପାଣି ର ଅବସ୍ତିତି କଥା ସୁଚାନ ମିଳୁଥିଲା ଏଥର ତା ଉପରେ ବି ବେଶୀ କିଛି ତଥ୍ୟା ମିଳିପାରେ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି।

Body:ଅନ୍ୟ ଦେଶ ଠାରୁ ଆମେ ଚନ୍ଦ୍ର ପୃଷ୍ଠ ର ଏକ ଭଲ ମ୍ୟାପ ପାଇ ପରିବା : ପଠାଣି ସାମନ୍ତ ପ୍ଲାନେଟରୀୟମ ନିର୍ଦେଶକ
ଆମ ଚାନ୍ଦ୍ରଜାନ 2 ରେ ଏକ ସଫଳ ଲ୍ୟାଣ୍ଡିଙ୍ଗ ହୋଇ ନାହିଁ ସତ ହେଲେ ଏବେ ବି ଅରବିଟର ଭାଗ ଟି ସଫଳ ହୋଇଛି। ଯାହା ଏ ଅନ୍ୟ ଦେଶ ତୁଳନା ରେ ଭଲ ଭାବରେ ଆମକୁ ଚନ୍ଦ୍ର ପୃଷ୍ଠ ର ଫଟେ ଦେବ । କାରଣ ସେଥିରେ 8 ଟି ଯନ୍ତ୍ରପାତି ଲାଗିଛି ଯାହା କି ଇସ୍ରୋ କୁ ଗୋଟିଏ ବର୍ଷ ଯାଏ ଭଲ ଫଟେ ପଠାଇବ। ବର୍ତ୍ତମାନ ଲ୍ୟାଣ୍ଡର ର ସ୍ଥିତି କହିବା ଅସମ୍ଭବ ଓ ଆଉ ତା ସହ ପୁଣି ଥରେ ଯୋଗା ଯୋଗ ମଧ୍ୟ କଷ୍ଟ ସାଧ୍ୟ କାମ ଅଟେ ବୋଲି ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟରୀୟମ ନିର୍ଦେଶକ ଶୁଭେନ୍ଦୁ ପାଟନାୟକ କହିଛନ୍ତି। ଏହା ଛଡା ଚନ୍ଦ୍ରଜାନ 1 ସମୟ ରେ ଚାନ୍ଦ୍ରପୃଷ୍ଠ ରେ ଯୋଉ ପାଣି ର ଅବସ୍ତିତି କଥା ସୁଚାନ ମିଳୁଥିଲା ଏଥର ତା ଉପରେ ବି ବେଶୀ କିଛି ତଥ୍ୟା ମିଳିପାରେ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.