ETV Bharat / city

ସଙ୍ଗଠନ ସୁଦୃଢ ଲକ୍ଷ୍ୟରେ ରାଜ୍ୟସଭା ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକ - amar patnaik

ରାଜ୍ୟସଭା ପାଇଁ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ଅମର ପଟ୍ଟନାୟକ । ତେବେ ତାଙ୍କର ରାଜ୍ୟସଭା ଯିବା ଏକରକମ ସ୍ଥିର ହୋଇଥିବାରୁ ସେଠାରେ ତାଙ୍କର କଣ ରହିବ ଆଭିମୁଖ୍ୟ ସେନେଇ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ସମ୍ବାଦଦାତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 24, 2019, 7:10 PM IST

Updated : Jun 24, 2019, 7:29 PM IST

ଭୁବନେଶ୍ବର: ରାଜ୍ୟସଭା ପାଇଁ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ଅମର ପଟ୍ଟନାୟକ । ସେ ଆଜି(ସୋମବାର) ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ତାଙ୍କ ସହ ବିଜେଡିର ସସ୍ମିତ ପାତ୍ର ଓ ବିଜେପିର ଅଶ୍ବିନ ବୈଷ୍ଣବ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଅମର କନ୍ଧମାଳ ଲୋକସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କ ସ୍ଥାନରେ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଫଳରେ ତାଙ୍କର ଆଉ ପ୍ରାୟ 5 ବର୍ଷ କାର୍ଯ୍ୟକାଳ ରହିବ । ତେବେ ଏହି ସମୟରେ ସେ ରାଜ୍ୟର ସ୍ବାର୍ଥକୁ କେତେ ଗୁରୁତ୍ବ ଦେବେ ସେନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ସମ୍ବାଦଦାତା ଜ୍ଞାନଦର୍ଶୀ ସାହୁ ।

Last Updated : Jun 24, 2019, 7:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.