ETV Bharat / city

ଆହୁରି 24 ଘଣ୍ଟା ଭିଜିବ ରାଜ୍ୟ, 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - ଓଡିଶାରେ ଆହୁରି 24 ଘଣ୍ଟା ବର୍ଷା

ଆସନ୍ତା 24 ଘଣ୍ଟା ଭିତରେ ବର୍ଷା ପାଇଁ 11ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଅଧିକ ପଢନ୍ତୁ...

another 24 hours rain in odisha, odisha latest weather news, weather update, yellow warning for rain in odisha, ଓଡିଶାର ପାଣିପାଗ ସୂଚନା, ପାଣିପାଗ ଖବର ଅପଡେଟ, ଓଡିଶାରେ ଆହୁରି 24 ଘଣ୍ଟା ବର୍ଷା, ଓଡିଶାରେ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ
ଆହୁରି 24 ଘଣ୍ଟା ଭିଜିବ ରାଜ୍ୟ, 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
author img

By

Published : Mar 22, 2020, 10:58 PM IST

ଭୁବନେଶ୍ବର: ଆସନ୍ତା 24 ଘଣ୍ଟା ଭିତରେ ବର୍ଷା ପାଇଁ 11ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ରାୟଗଡା ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ 30 ରୁ 40 କିଲୋମିଟର ବେଗରେ ପବନ ବୋହିବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

another 24 hours rain in odisha, odisha latest weather news, weather update, yellow warning for rain in odisha, ଓଡିଶାର ପାଣିପାଗ ସୂଚନା, ପାଣିପାଗ ଖବର ଅପଡେଟ, ଓଡିଶାରେ ଆହୁରି 24 ଘଣ୍ଟା ବର୍ଷା, ଓଡିଶାରେ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ
ଆହୁରି 24 ଘଣ୍ଟା ଭିଜିବ ରାଜ୍ୟ, 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଏନେଇ ଉପରୋକ୍ତ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଆସନ୍ତା 24 ତାରିଖରେ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ କନ୍ଧମାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ଗତ 24 ଘଣ୍ଟାରେ ମାଲକାନଗିରିରେ ସର୍ବାଧିକ 35.2 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡରେ 14.5 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.