ETV Bharat / city

ରାଜ୍ୟରେ ପରିସ୍ଥିତି ଅଣାୟତ୍ତ; ପ୍ରଥମ ଥର ଦିନକରେ 8386 ପଜିଟିଭ ଚିହ୍ନଟ - ଆଠ ହଜାର ଟପିଲା ସଂକ୍ରମଣ

ଆଜି ରାଜ୍ୟରେ 8 ହଜାର ପାର ହୋଇଛି ଦୈନିକ ସଂକ୍ରମଣ । ଖୋର୍ଦ୍ଧାକୁ ସର୍ବାଧିକ 1840 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ବଢୁଛି ସଂକ୍ରମଣ
ବଢୁଛି ସଂକ୍ରମଣ
author img

By

Published : Apr 28, 2021, 8:11 AM IST

Updated : Apr 28, 2021, 12:20 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତି ଅଣାୟତ୍ତ ହୋଇଛି । ହୁ ହୁ ହୋଇ ବଢୁଛି ଦୈନିକ ସଂକ୍ରମଣ । ସବୁଦିନର ରେକର୍ଡ ଭାଙ୍ଗିଛି କୋରୋନା । ଗତ 24 ଘଣ୍ଟା ମଧ୍ୟରେ 8386 ଜଣ ଆକ୍ରାନ୍ତ ହୋଇଛନ୍ତି । ସର୍ବାଧିକ 1840ଜଣ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । 10ଜଣଙ୍କ ଜୀବନ ନେଇଛି କିଲର କୋରୋନା ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ 4781ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 3605ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 347ଜଣ, ବାଲେଶ୍ବରରୁ 202ଜଣ, ବରଗଡରୁ 257ଜଣ, ଭଦ୍ରକ 67ଜଣ, ବଲାଙ୍ଗୀରୁ 558ଜଣ, ବୌଦ୍ଧରୁ 83ଜଣ, କଟକରୁ 496ଜଣ, ଦେଓଗଡ 61ଜଣ, ଢେଙ୍କାନାଳ 21ଜଣ, ଗଜପତି 96ଜଣ, ଗଞ୍ଜାମରୁ 209ଜଣ, ଜଗତସିଂହପୁରରୁ 129ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ଯାଜପୁରରୁ 270, ଝାରସୁଗୁଡାରୁ 433, କଳାହାଣ୍ଡିରୁ 126, କନ୍ଧମାଳରୁ 53ଜଣ, କେନ୍ଦ୍ରାପଡା 49ଜଣ,କେନ୍ଦୁଝର 175ଜଣ, କୋରାପୁଟ 69ଜଣ, ମାଲକାନଗିରି 24ଜଣ, ମୟୂରଭଞ୍ଜ 289ଜଣ, ନବରଙ୍ଗପୁର 388ଜଣ, ନୟାଗଡ 122ଜଣ, ନୂଆପଡାରୁ 233ଜଣ, ପୁରୀରୁ 259ଜଣ, ରାୟଗଡାରୁ 75ଜଣ, ନୟାଗଡରୁ 122ଜଣ, ନୂଆପଡାରୁ 233ଜଣ, ସମ୍ବଲପୁର 307ଜଣ, ସୋନପୁରରୁ 67ଜଣ,ସୁନ୍ଦରଗଡରୁ 933ଜଣ ଓ ଷ୍ଟେଟ ପୋଲରୁ 348ଜଣ ପଜିଟିଭ ହୋଇଥିବା ମାମଲା ସାମ୍ନାକୁ ଆସିଛି । ଆଜି କୋରୋନାରେ 10ଜଣ ଆଖି ବୁଜିଛନ୍ତି । ରାଜ୍ୟରେ ମୃତ୍ୟୁ ସଂଖ୍ୟା 2017ରେ ପହଞ୍ଚିଛି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ 4 ଲକ୍ଷ 28 ହଜାର 515 ଜଣ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ 55245 ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ରାଜ୍ୟରେ 34ଲକ୍ଷ 71 ହଜାର 200ଜଣ ସୁସ୍ଥ ହୋଇଛନ୍ତି । 9997140 ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Apr 28, 2021, 12:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.