ETV Bharat / city

ଫସିବେ ଅଫିସର, ମୋହରା ହେବେ ଦଲାଲ

author img

By

Published : Sep 28, 2019, 1:30 PM IST

ଅଭ୍ୟାସଗତ ଲାଞ୍ଚୁଆଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଅକ୍ଟୋବର ସୁଦ୍ଧା ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଅକ୍ଟୋବର ସୁଦ୍ଧା ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତେବେ ଗିରଫ ହୋଇଥିବା ଦଲାଲଙ୍କ ମାଧ୍ୟମରେ ଚିହ୍ନଟ ହେବେ ଆରଟିଓ ଅଫିସର ଓ ଦୁର୍ନୀତିଗ୍ରସ୍ତ କର୍ମଚାରୀ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଅଭ୍ୟାସଗତ ଲାଞ୍ଚୁଆଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଅନେକ ଦିନ ହେବ ପରିବହନ ବିଭାଗର ବଦଳି ହୋଇନି । ଅକ୍ଟୋବର ସୁଦ୍ଧା ବଦଳି ହେବ । ବର୍ତ୍ତମାନ ଚାଳିଶି ପ୍ରତିଶତ ଆରଟିଓ ଇନଚାର୍ଜ ଦାୟିତ୍ଵରେ ଅଛନ୍ତି । କେବଳ ଏତିକି ନୁହେଁ ମଦ୍ୟପଙ୍କୁ ନେଇ ନୂଆ ମୋଟର ଯାନ ଆଇନରେ ଥିବା ନିୟମକୁ କୋହଳ କରାଯିବ ନାହିଁ । ଅନ୍ୟ ରାଜ୍ୟ କମାଉଥିବା ଜୋରିମାନା ସମ୍ପର୍କରେ ତଥ୍ୟ ସଂଗ୍ରହ ଚାଲିଛି । ତର୍ଜମା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଜୋରିମାନା କୋହଳ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା।
ଅକ୍ଟୋବର ସୁଦ୍ଧା ଦୁର୍ନୀତି ଗସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଗିରଫ ହୋଇଥିବା ଦଲାଲଙ୍କ ମାଧ୍ୟମରେ ଚିହ୍ନଟ ହେବେ ଆରଟିଓ ଅଫିସର ଦୁର୍ନୀତିଗ୍ରସ୍ତ କର୍ମଚାରୀ। ଅଭ୍ୟାସଗତ ଲାଞ୍ଚୁଆଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଅନେକ ଦିନ ହେବ ପରିବହନ ବିଭାଗର ବଦଳି ହେଇନି। ଅକ୍ଟୋବର ସୁଦ୍ଧା ବଦଳି ହେବ।
ବର୍ତମାନ ଚାଳିଶ ପ୍ରତିଶତ ଆରଟିଓ ଇନ୍ ଚାର୍ଜ ଦାୟିତ୍ଵରେ ଅଛନ୍ତି। ମଦ୍ୟପଙ୍କୁ ନେଇ ନୂଆ ମୋଟର ଯାନ ଆଇନରେ ଥିବା ନିୟମକୁ କୋହଳ କରାଯିବ ନାହିଁ। ଅନ୍ୟ ରାଜ୍ୟ କମାଉଥିବା ଜରିମାନା ସମ୍ପର୍କରେ ତଥ୍ୟ ସଂଗ୍ରହ ଚାଲିଛି।. ତର୍ଜମା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାକରି ଜରିମାନା କୋହଳ କରାଯିବ।Body:ପଦ୍ମନାଭ ବେହେରା, ପରିବହନ ମନ୍ତ୍ରୀConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.