ETV Bharat / city

ଭୋରୁ ଭୋରୁ ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କବାଡିଆ ଦୋକାନ

ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା କବାଡିଆ ଦୋକାନ । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡି ପାଉଁଶ ହୋଇଯାଇଛି ।

author img

By

Published : Jan 15, 2021, 8:35 AM IST

ଭୋରୁ ଭୋରୁ ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କବାଡିଆ ଦୋକାନ
ଭୋରୁ ଭୋରୁ ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କବାଡିଆ ଦୋକାନ

ଭୁବନେଶ୍ବର:ଭୋରୁ ଭୋରୁ ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା କବାଡିଆ ଦୋକାନ । ପଟିଆସ୍ଥିତ ନନ୍ଦନ ବିହାରରେ ଅଗ୍ନିକାଣ୍ଡ ଘଟିଥିବାବେଳେ ପ୍ରାୟ ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡି ପାଉଁଶ ହୋଇଯାଇଛି । ଇଲେକ୍ଟ୍ରିକ ସ୍ପାର୍କ ଯୋଗୁଁ କବାଡିଆ ଦୋକାନରେ ନିଆଁ ଲାଗିଥିବା କୁହାଯାଇଛି ।

କବାଡିଆ ଦୋକାନରେ ପୁରୁଣା ରଦି ସାମଗ୍ରୀ ଭର୍ତ୍ତି ହୋଇରହିଥିଲା । ଫଳରେ ନିଆଁ ଲାଗିବା କ୍ଷଣି ଦୋକାନ ସାରା ନିଆଁ ବ୍ୟାପି ଯାଇଥିଲା । ପ୍ରାୟ ଅଧ ଘଣ୍ଟା ଧରି ହୁତୁ ହୁତୁ ହୋଇ ଜଳିଥିଲା ଦୋକାନ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏନେଇ କେହି ମୃତାହତ ହୋଇନଥିବା ବେଳେ ପ୍ରାୟ ଲକ୍ଷାଧିକ ଟଙ୍କାର ଜିନିଷ ଜଳି ପୋଡି ପାଉଁଶ ହୋଇଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.