ମହାଦୀପକୁ ଉଠିବା ପରେ ଭକ୍ତଙ୍କ ପ୍ରତିକ୍ରିୟା
ନିର୍ଦ୍ଧାରିତ ସମୟର ଅଧ ଘଣ୍ଟାଏ ପୂର୍ବରୁ ଉଠିଲା ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ - ଲିଙ୍ଗରାଜ ମହାପ୍ରଭୁ
22:31 March 11
ମହାଦୀପ ଉଠିବା ପରେ ଭକ୍ତଙ୍କ ପ୍ରତିକ୍ରିୟା
21:36 March 11
ନିର୍ଦ୍ଧାରିତ ସମୟର ଅଧ ଘଣ୍ଟାଏ ପୂର୍ବରୁ ଉଠିଲା ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ
ଭୁବନେଶ୍ବର: ରାଜ୍ୟର ପ୍ରମୁଖ ଶୈବପୀଠ ଏକାମ୍ର କ୍ଷେତ୍ରର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ମହାଶିବରାତ୍ରୀ ପାଳିତ ହୋଇଛି । ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରରେ ଧାର୍ଯ୍ୟ ସମୟ ଅଧ ଘଣ୍ଟାଏ ପୂର୍ବରୁ ମହାଦୀପ ଉଠିଛି ।
ସୂଚନା ଯୋଗ୍ୟ ମନ୍ଦିର ନୀତି ଅନୁଯାୟୀ ରାତ୍ର ୧୦ ଘଟିକା ସମୟରେ ମହାଦୀପ ଉଠିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଚଳିତ ବର୍ଷ ନିର୍ଦ୍ଧାରିତ ସମୟର ଅଧ ଘଣ୍ଟାଏ ପୂର୍ବରୁ ହିଁ ମହାଦୀପ ଉଠିଛି । ମନ୍ଦିର ବେଢାରେ ଶ୍ରଦ୍ଧାଳୁ ଏହି ଦୃଶ୍ୟକୁ ଦର୍ଶନ କରି ନିଜକୁ ଧନ୍ୟ ମଣିଛନ୍ତି ।
ଲିଙ୍ଗରାଜ ମନ୍ଦିରରେ ଶାନ୍ତିଶୃଙ୍ଖଳା ସହିତ ମହାଶିବରାତ୍ରୀ ପାଳନ କରିଛନ୍ତି ଶ୍ରଦ୍ଧାଳୁ । ପାରମ୍ପରିକ ନୀତିକାନ୍ତି ଠିକ ସମୟରେ ସମାପନ ହୋଇଥିବାରୁ ମହାଦୀପ ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଛି । ସେପଟେ ଏହି ମହାଦୀପ ଉଠିବା ସମୟରେ ମନ୍ଦିର ଚାରିପଟେ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଉଠିଥିଲା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ