ETV Bharat / city

ଶପଥ ନେଲେ ମୁଖ୍ୟମନ୍ତ୍ରୀ, ହନ୍ତସନ୍ତ ହେଲେ ରାଜଧାନୀବାସିନ୍ଦା

author img

By

Published : May 29, 2019, 6:04 PM IST

ଶପଥ ନେଲେ ଓଡିଶାର ନୂଆ ସରକାର । ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମଣ୍ଡଳ ସଦସ୍ୟ ବି ଶପଥପାଠ କଲେ । ହେଲେ ଶପଥପାଠ ଉତ୍ସବ ପାଇଁ ହନ୍ତସନ୍ତ ହୋଇଛନ୍ତି ରାଜଧାନୀବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଲଗାତର ପଞ୍ଚମ ଥର ପାଇଁ ଶପଥ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଶପଥପାଠ ପାଇଁ ହସ୍ତସନ୍ତ ହୋଇଛନ୍ତି ରାଜଧାନୀ ବାସିନ୍ଦା । ଚଳିତ ଥର ପ୍ରଥମଥର ପାଇଁ ଶପଥ ଗ୍ରହଣ ସମାରୋହ ରାଜଭବନ ବଦଳରେ ପ୍ରଦର୍ଶନୀ ପଡିଆରେ କରାଯାଇଛି । ଯେଉଁଥିପାଇଁ ଜନସାଧାରଣଙ୍କୁ ନାନା ଅସୁବିଧା ଭୋଗ କରିବାକୁ ପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜଧାନୀରେ ପ୍ରଦର୍ଶନୀ ପଡିଆରେ ଆୟୋଜନ ହୋଇଥିବା ଏହି ଉତ୍ସବ ପାଇଁ ହୋଇଥିଲା ଭବ୍ଯ ଆୟୋଜନ । ଯାହାକୁ ନେଇ ମଧୂସୁଦନ ମାର୍ଗର ରାସ୍ତାକୁ ସିଲ କରିଥିଲା କମିଶନରେଟ ପୋଲିସ । ଏନେଇ ଆଗୁଆ ସୂଚନା ଦିଆଯାଇଥିଲା । ହେଲେ ହଠାତ ଟ୍ରାଫିକରେ ହୋଇଥିଲା ପରିବର୍ତ୍ତନ । କେବଳ ମଧୂସୁଦନ ମାର୍ଗ ୪ ଘଣ୍ଟା ବନ୍ଦ ରଖିବାକୁ କହିଥିବା କମିଶନରେଟ ପୋଲିସ ପରେ ରେଡକ୍ରସ ସାମ୍ନା ଟ୍ରାଫିକରୁ ରୋଡ ବ୍ଲକ କରି ଡାଇଭର୍ସନ ଦେଇଥିଲା।

ରାସ୍ତା ଉପରେ ପୋଲିସ କର୍ମଚାରୀ ସାଧାରଣ ଲୋକଙ୍କୁ ଅନ୍ଯ ବାଟ ଦେଇ ଯିବାକୁ କହିଥିଲେ । ଯାହାକୁ ନେଇ ରାସ୍ତା ଉପରେ ଦୀର୍ଘ ସମୟ ଧରି ଲାଗି ରହିଥିଲା ଟେନସନ । ନିର୍ଦ୍ଧାରିତ ସମୟରେ ବାହାରିଥିବାଲୋକେ ପହଞ୍ଚି ପାରିନଥିଲେ ଗନ୍ତବ୍ଯ ସ୍ଥଳରେ । କିଏ କେଉଁ ଦିଗକୁ ଯିବ କନଫ୍ୟୁଜନ ହେଉଥିଲେ । ଖରାର ପ୍ରକୋପକୁ ଟ୍ରାଫିକର ଟେନସନ ଲୋକଙ୍କ ହରଡଘଣାରେ ପକାଇ ଦେଇଥିଲା । କେବଳ ସେହି ବାଟ ନୁହେଁ । କେଶରୀ ହଲ ସାମ୍ନାରୁ ମଧ୍ଯ ଟ୍ରାଫିକ କଟକଣା ରହିଥିଲା । ସେହିପରି ରାମନ୍ଦିର ଛକ ଟ୍ରାଫିକରେ ବି ସମାନ ଅବସ୍ଥା । ଯାହାକୁ ନେଇ କିଛି ଘଣ୍ଟା ପାଇଁ ହସ୍ତସନ୍ତ ହୋଇଥିଲେ ଲୋକେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ଶପଥ ନେଲେ ମୁଖ୍ଯମନ୍ତ୍ରୀ,ହନ୍ତସନ୍ତ ହେଲେ ରାଜଧାନିବାସୀ

ଶପଥ ନେଲେ ଓଡିଶାର ନୁଆ ସରକାର। ମୁଖ୍ଯମନ୍ତ୍ରୀଙ୍କ ସହ ମନ୍ତ୍ରୀମଣ୍ଡଳ ସଦସ୍ଯ ବି ଶପଥପାଠ କଲେ। ହଲେ ଶପଥପାଠ ଉତ୍ସବ ପାଇଁ ହନ୍ତସନ୍ତ ହେଲେ ରାଜଧାନୀବାସୀ। ରାଜଧାନୀରେ ପ୍ରଦର୍ଶନି ପଡିଆରେ ଆୟୋଜନ ହୋଇଥିବା ଏହି ଉତ୍ସବ ପାଇଁ ହୋଇଥିଲା ଭବ୍ଯ ଆୟୋଜନ । ଯାହାକୁ ନେଇ ମଧୁସୁଦନ ମାର୍ଗର ରାସ୍ତାକୁ ସିଲ କରିଥିଲା କମିସନରେଟ ପୋଲିସ । ଏନେଇ ଆଗୁଆ ସୁଚନା ଦିଆଯାଇଥିଲା। ହେଲେ ହଟାତ ଟ୍ରାଫିକରେ ହୋଇଥିଲା ପରିବର୍ତନ।କେବଳ ମଧୁସୁଦନ ମାର୍ଗ ୪ ଘଣ୍ଟା ବନ୍ଦ ରଖିବାକୁ କହିଥିବା କମିସନରେଟ  ରେଡକ୍ରସ ସାମ୍ନା ଟ୍ରାଫିକରୁ ରୋଡ ବ୍ଲକ କରି ଡାଇଭର୍ସନ ଦେଇଥିଲା। ରାସ୍ତା ଉପରେ ପୋଲିସ କର୍ମଚାରି ସାଧାରଣ ଲୋକଙ୍କୁ ଅନ୍ଯ ବାଟ ଦେଇ ଯିବାକୁ କହିଥିଲେ। ଯାହାକୁ ନେଇ ରାସ୍ତା ଉପରେ ଦିର୍ଘ ସମୟ ଧରି ଲାଗି ରହିଥିଲା ଟେନସନ। ନିର୍ଧାରିତ ସମୟରେ ବାହାରିଥିବା ଲୋକେ ପହଂଚିପାରିନଥିଲେ ଗନ୍ତବ୍ଯ ସ୍ଥଳରେ। କିଏ କେଉଁ ଦିଗକୁ ଯିବ କନଫୁଜ୍ଯନ ହେଉଥିଲେ। ଖରାର ପ୍ରକୋପକୁ ଟ୍ରାଫିକର ଟେନସନ ଲୋକଙ୍କ  ହରଡଘଣାରେ ପକାଇଦେଇଥିଲେ। କେବଳ ସେହି ବାଟ ନୁହେଁ । କେଶରି ହଲ ସାମ୍ନାରୁ ମଧ୍ଯ ଟ୍ରାଫିକ କଟକଣା ରହିଥିଲା। ସେହିପରି ରାମନ୍ଦିର ଛକ ଟ୍ରାଫିକରେ ବି ସମାନ ଅବସ୍ଥା । ଦୁର ଦୁର ପର୍ଯନ୍ତ ୟୁ ଟର୍ଣ ନଥିବାରୁ ମଧ୍ଯ ଲୋକେ ବିଭିନ୍ନ ଗଳାବାଟ ଦେଇ ନିଜ ନିଜର ଗନ୍ତବ୍ଯ ସ୍ଥଳରେ ପହଂଚିଥିଲେ। ହେଲେ ନୁଆ ସରକାରର ଶପଥପାଠ ଚକ୍କରରେ ରାଜଧାନୀ ଭଳି ସ୍ଥାନରେ ନିଜେ ହନ୍ତସନ୍ତ ହୋଇଥିଲେ।
ବାଇଟ-ରାଜଧାନିବାସି
ବାଇଟ-ରାଜଧାନିବାସୀ

Visual by whatsapp 
 byte  mojo
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.