ETV Bharat / city

ଏଣିକି ଚାକିରିଆ ଓ ଜନପ୍ରତିନିଧି ଦେବେ ବାର୍ଷିକ ଆୟ ବିବରଣୀ

ସରକାରୀ ଚାକିରିଆ ଏବଂ ଜନ ପ୍ରତିନିଧିଙ୍କ ପାଇଁ ଘୋଷଣା ହେଲା ନୂଆ ଗାଇଡଲାଇନ । ବାର୍ଷିକ ଆୟ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ...

author img

By

Published : Feb 12, 2021, 9:05 PM IST

ଏଣିକି ଚାକିରିଆ ଓ ଜନ ପ୍ରତିନିଧି ଦେବେ ବାର୍ଷିକ ଆୟ ବିବରଣୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ଏଣିକି ଚାକିରିଆ ଓ ଜନପ୍ରତିନିଧି ଦେବେ ବାର୍ଷିକ ଆୟ ବିବରଣୀ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ ରାଜ୍ୟ ସରକାର ଆଜି(ଶୁକ୍ରବାର) ସରକାରୀ ଚାକିରିଆ ଏବଂ ଜନ ପ୍ରତିନିଧିଙ୍କ ପାଇଁ ଏକ ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି । ବର୍ଷକୁ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧି ରୋଜଗାର କରୁଥିବା ଆୟର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ । ସମସ୍ତେ ଜାଣିବା ଭଳି ପବ୍ଲିକ ଡୋମେନରେ ଆୟ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.