ETV Bharat / city

ରାଜଭବନ ଆଗରେ କଂଗ୍ରେସର ବିକ୍ଷୋଭ - ଜଟଣୀ ବିଧାୟକ ସୁରେଶ ରାଉତରାୟ

ଏକାମ୍ର କାନନ ଜମିକୁ ଜିଏ ବିଭାଗ ଓ ତତ ସଂଲଗ୍ନ ଜମିକୁ କର୍ପୋରେଟ ସେକ୍ଟର ହାତରେ ଟେକିଦେବା ପ୍ରତିବାଦରେ କଂଗ୍ରେସର ପ୍ରତିବାଦ । ରାଜଭବନ ଆଗରେ ବିକ୍ଷୋଭ । ଅଧିକ ପଢନ୍ତୁ...

ରାଜଭବନ ଆଗରେ କଂଗ୍ରେସର ବିକ୍ଷୋଭ
ରାଜଭବନ ଆଗରେ କଂଗ୍ରେସର ବିକ୍ଷୋଭ
author img

By

Published : Nov 16, 2020, 1:34 PM IST

ଭୁବନେଶ୍ବର: ରାଜଭବନ ଆଗରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ପ୍ରତିବାଦ । ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ନେତୃତ୍ବରେ ପ୍ରତିବାଦ କରିଛି ଦଳ । ଏକାମ୍ର କାନନ ଜମିକୁ ଜିଏ ବିଭାଗକୁ ଦେବା ଓ ତତ ସଂଲଗ୍ନ ଜମିକୁ କର୍ପୋରେଟ ସେକ୍ଟର ହାତରେ ଟେକିଦେବା ପ୍ରତିବାଦରେ କଂଗ୍ରେସ ପ୍ରତିବାଦ କରିଛି ।

ରାଜଭବନ ଆଗରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର ଓ ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳର ଜମିକୁ ସରକାର ମନମୁଖୀ ହଡପ କରୁଥିବା ନେଇ ଅଭିଯୋଗ କରିଛି ଦଳ । ଏନେଇ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି ।

ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଦଳ ପକ୍ଷରୁ ଏକ ମେମୋରେଣ୍ଡମ ଦିଆଯାଇଛି । ଯେପର୍ଯ୍ୟନ୍ତ ସରକାର ନିଷ୍ପତ୍ତି ପ୍ରତ୍ୟାହାର କରିନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି । ଏହି ପ୍ରତିବାଦରେ ପିସିସି ସଭାପତିଙ୍କ ଠାରୁ ଆରମ୍ଭ କରି କଂଗ୍ରେସର ଅନ୍ୟ ବରିଷ୍ଠ ନେତାମାନେ ଯୋଗଦେଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.