ETV Bharat / city

'ପ୍ରାଚୁର୍ଯ୍ୟ ଇଲାକାରେ ଗୋଟିଏ ମାସ' ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଲୋକସେବା ଭବନରେ 2ଟି ପୁସ୍ତକ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ବ ମୋହନ ପଟ୍ଟନାୟକଙ୍କ ଦ୍ବାରା ରଚିତ ଭ୍ରମଣ ପୁସ୍ତକ 'ପ୍ରାଚୁର୍ଯ୍ୟ ଇଲାକାରେ ଗୋଟିଏ ମାସ'କୁ ଲୋକାର୍ପିତ କରିବା ସହ ଦିଲ୍ଲୀପ ଶ୍ରୀ ଚନ୍ଦନଙ୍କ ପୁସ୍ତକ 'stop global warming from your school'ର ମଧ୍ୟ ଉନ୍ମୋଚନ କରିଛନ୍ତି ।

author img

By

Published : Nov 15, 2019, 7:03 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ବ ମୋହନ ପଟ୍ଟନାୟକଙ୍କ ଦ୍ବାରା ରଚିତ ଭ୍ରମଣ ପୁସ୍ତକ 'ପ୍ରାଚୁର୍ଯ୍ୟର ଇଲାକାରେ ଗୋଟିଏ ମାସ'କୁ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକ ସ୍କୁଲ କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଦ୍ବାରା ଆଦୃତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ପରିବେଶବିତ୍ ଦିଲ୍ଲୀପ ଶ୍ରୀ ଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।

2014 ମସିହାରେ ଏହି ପୁସ୍ତକକୁ ଶ୍ରେଷ୍ଠ ଭ୍ରମଣ ପୁସ୍ତକ ଭାବେ ପୁରସ୍କୃତ କରାଯାଇଥିଲା । ସୂଚନାନୁସାରେ ଏହି ପୁସ୍ତକର 10 ହଜାର କରି ସ୍କୁଲ ମାନଙ୍କରେ ବଣ୍ଟନ କରାଯିବ । ଏହାର ଇଂରାଜୀ କପି A month in land of plentyର ଦୁଇ ହଜାର କପି କଲେଜରେ ବଣ୍ଟନ କରାଯିବ । ସେହିପରି ଦିଲ୍ଲୀପ ଶ୍ରୀ ଚନ୍ଦନଙ୍କ ପୁସ୍ତକ 'stop global warming from your school'ର ମଧ୍ୟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର ବିଶ୍ଵମୋହନ ପଟ୍ଟନାୟକ ଙ୍କ ଦ୍ଵାରା ରଚିତ ଭ୍ରମଣ ପୁସ୍ତକ ।"ପ୍ରାଚୁର୍ଯ୍ୟର ଇଲାକାରେ ଗୋଟିଏ ମାସ " ଲୋକାର୍ପିତ କରି ଛନ୍ତି ।ଏହା ସ୍କୁଲ କଲେଜ ର ପଢୁଥିବା ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଆଦୃତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।Body:ଏହି ଅବସରରେ ସମ୍ଵାଦର ସମ୍ପାଦକ ସୈମ୍ୟରଞ୍ଜନ ପଟନାୟକ ,ପରିବେଶବିତ ଦୀଲିପ ଶ୍ରୀ ଚନ୍ଦନ ଉପସ୍ଥିତ ଥିଲେ ।୨୦୧୪ ମସିହାରେ ଏହି ପୁସ୍ତକ କୁ ଶ୍ରେଷ୍ଠ ଭ୍ରମଣ ପୁସ୍ତକ ଭାବେ ପୁରସ୍କୃତ କରାଯାଇଥିଲା ।ଏହା ସହ ଏହି ପୁସ୍ତକ କୁ ୧୦ ହଜାର କପି ସ୍କୁଲ ମାନଙ୍କର ବଣ୍ଟନ କରାଯିବ ।Conclusion:ଏହାର ଇଂରାଜୀ କପି A month in land of plenty ର ଦୁଇହଜାର କପି ମଧ୍ୟ ବଣ୍ଟନ କରାଯିବ କଲେଜ ରେ ।ଏହି ଅବସରରେ ଦୀଲିପ ଶ୍ରୀ ଚନ୍ଦନ ଙ୍କ ପୁସ୍ତକ stop global warming from ur school କୁ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.