ETV Bharat / city

ଖୋଲିଲା ଟେକ ମହିନ୍ଦ୍ରା ବିପିଓ ସେବା, ଉପକୃତ ହେବେ ଯୁବବର୍ଗ

ସୋମବାର ମୁଖ୍ୟମନ୍ତ୍ରୀ ଫରଚ୍ୟୁନ ଟାୱାରରେ ଖୋଲିଥିବା ଟେକ ମହିନ୍ଦ୍ରା  ବିପିଓ ସେବାର ଶୁଭାରମ୍ଭ କରିଛନ୍ତି।

author img

By

Published : Dec 23, 2019, 5:45 PM IST

tech mahindra bpo
tech mahindra bpo

ଭୁବନେଶ୍ବର: ଟେକ ମହିନ୍ଦ୍ରା ବିପିଓର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର ମୁଖ୍ୟମନ୍ତ୍ରୀ ଫରଚ୍ୟୁନ ଟାୱାରରେ ଖୋଲିଥିବା ଟେକ ମହିନ୍ଦ୍ରା ବିପିଓ ସେବାର ଶୁଭାରମ୍ଭ କରିଛନ୍ତି।

tech mahindra bpo

ତେବେ ଏହାଦ୍ଵାରା ଅନେକ ଯୁବପିଢ଼ୀଙ୍କୁ ଚାକିରିର ସୁବିଧା ସୁଯୋଗ ମିଳିବ । ବର୍ତ୍ତମାନ ଏଥିରେ 500ଜଣଙ୍କୁ ଚାକିରୀ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ଆଉ 500 ଜଣ ଚାକିରୀ ପାଇବେ ବୋଲି କହିଛନ୍ତି ଟେକ ମହିନ୍ଦ୍ରା ମ୍ୟାନେଜିଂ ଡାଇରେକ୍ଟଟର । ଏଥିସହ ଏହାଦ୍ବାରା ଦେଶ ବାହାରୁ ଆସୁଥିବା ବିଭିନ୍ନ କଲ ଓ ତାଙ୍କର ସମସ୍ୟାର ସମାଧାନ ଆହୁରି ସହଜ ହେବା ସହ ଲୋକେ ତୁରନ୍ତ ଉପକୃତ ହେବେ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଟେକ ମହିନ୍ଦ୍ର ବିପିଓର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ଫୋରଚୂନ ଟାୱାର ରେ ଖୋଲିଲା ଅନ୍ତର୍ଜାତୀୟ ସ୍ତରର ବିପିଓ ସେବା।ଏହାଦ୍ଵାରା ଅନେକ ଯୁବପିଢ଼ି ମାନଙ୍କୁ ଚାକିରିର ସୁବିଧା ସୁଯୋଗ ମିଳିବ ।ବର୍ତମାନ 500ଜଣଙ୍କୁ ଚାକିରୀ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ଆଉ 500 ଜଣ ଚାକିରୀ ପାଇବେ ବୋଲି କହିଛନ୍ତି ଟେକ ମହିନ୍ଦ୍ର ମ୍ୟାନେଜିଙ୍ଗ ଦିରେକ୍ଟର କହିଛନ୍ତି। ଦେଶ ବାହାରୁ ଆସୁଥିବା ବିଭିନ୍ନ କଲ ଓ ତାଙ୍କର ସମସ୍ୟା ର ସମାଧାନ ଆହୁରି ସହଜ ହେବ ଲୋକେ ତୁରନ୍ତ ଉପକୃତ ହେବେ ବୋଲି ମଧ୍ୟ ପ୍ରକାଶ କରାଯାଇଛି।Body:ଟେକ ମହିନ୍ଦ୍ର ବିପିଓର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ଫୋରଚୂନ ଟାୱାର ରେ ଖୋଲିଲା ଅନ୍ତର୍ଜାତୀୟ ସ୍ତରର ବିପିଓ ସେବା।ଏହାଦ୍ଵାରା ଅନେକ ଯୁବପିଢ଼ି ମାନଙ୍କୁ ଚାକିରିର ସୁବିଧା ସୁଯୋଗ ମିଳିବ ।ବର୍ତମାନ 500ଜଣଙ୍କୁ ଚାକିରୀ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ଆଉ 500 ଜଣ ଚାକିରୀ ପାଇବେ ବୋଲି କହିଛନ୍ତି ଟେକ ମହିନ୍ଦ୍ର ମ୍ୟାନେଜିଙ୍ଗ ଦିରେକ୍ଟର କହିଛନ୍ତି। ଦେଶ ବାହାରୁ ଆସୁଥିବା ବିଭିନ୍ନ କଲ ଓ ତାଙ୍କର ସମସ୍ୟା ର ସମାଧାନ ଆହୁରି ସହଜ ହେବ ଲୋକେ ତୁରନ୍ତ ଉପକୃତ ହେବେ ବୋଲି ମଧ୍ୟ ପ୍ରକାଶ କରାଯାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.