ETV Bharat / city

ଏଥର ବି କମିବ 30 ପ୍ରତିଶତ ସିଲାବସ୍ - ଚଳିତ ବର୍ଷ କମିବ 30 ପ୍ରତିଶତ ସିଲାବସ୍

କମିବ ନବମ ଓ ଦଶମର ସିଲାବସ । ନବମ ଓ ଦଶମ ଶ୍ରେଣୀର 30 ପ୍ରତିଶତ ସିଲାବସ୍ କମାଇ ଦିଆଯିବ। ଅଧିକ ପଢନ୍ତୁ...

class 9th nad 10th syllabus will be reduced by 30 percent due to corona
ଚଳିତ ବର୍ଷ କମିବ 30 ପ୍ରତିଶତ ସିଲାବସ୍
author img

By

Published : Jun 23, 2021, 10:48 AM IST

Updated : Jun 23, 2021, 12:15 PM IST

ଭୁବନେଶ୍ବର: ନବମ ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଡ ଆସ୍ବସ୍ତିକର ଖବର । ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀର ୩୦ ପ୍ରତିଶତ ପାଠ୍ୟକ୍ରମ କମିଲା । ଗତ ବର୍ଷ ଭଳି ସମାନ ଢଙ୍ଗରେ ଚଳିତ ବର୍ଷର ସିଲାବସ ବା ପାଠ୍ୟକ୍ରମ କଟା ଗଲା । ମହାମାରୀ ଯୋଗୁଁ କ୍ଲାସ୍ ରୁମ୍ ପାଠ ପଢା ବନ୍ଦ ରହିଛି । ଅନଲାଇନରେ ପାଠପଢା ସମସ୍ତଙ୍କ ପାଖରେ ସମ୍ଭବ ହେଉନି ।

ଏଥର ବି କମିବ 30 ପ୍ରତିଶତ ସିଲାବସ୍

ତେଣୁ ୨୧-୨୨ ଶିକ୍ଷା ବର୍ଷ ପାଇଁ ପାଠ୍ୟକ୍ରମ ୩୦ ପ୍ରତିଶତ କମାଇ ଦିଆଯାଇଛି । ସ୍କୁଲ ବନ୍ଦ ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ନବମ ଓ ଦଶମ ଶ୍ରେଣୀର ପାଠ ପଢା ୟୁଟ୍ୟୁବରେ ଚାଲିଛି । ଜୁନ୍ ୩୦ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ନେଇ ଆଶା କରାଯାଉଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ ଓ ବିକାଶ ଦାସ, ଇଟିଭି ଭାରତ

Last Updated : Jun 23, 2021, 12:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.