ETV Bharat / city

ସେପ୍ଟେମ୍ବରରୁ ସଦସ୍ୟ ସଂଗ୍ରହ କରିବ ବିଜେଡ଼ି

ବିଜେଡ଼ି ଆରମ୍ଭ କରିବାକୁ ଯାଉଛି ସଦସ୍ୟ ସଂଗ୍ରହ ଅଭିଯାନ । ସେପ୍ଟେମ୍ବର 2 ତାରିଖରୁ ଦଳ ଆରମ୍ଭ କରିବ ଏହି ପ୍ରକ୍ରିୟା । ଏଥିପାଇଁ 6 ଜଣିଆ କମିଟି ମଧ୍ୟ ଗଠନ କରିଛି ବିଜେଡ଼ି ।

author img

By

Published : Aug 23, 2019, 5:37 PM IST

Updated : Aug 23, 2019, 5:48 PM IST

ଡ଼ିଜାଇନ ଫଟୋ

ଭୁବନେଶ୍ବର: ସେପ୍ଟେମ୍ବର 2ରୁ ରାଜ୍ୟବ୍ୟାପୀ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ ବିଜେଡି। ଏନେଇ ପ୍ରକ୍ରିୟା ଆରମ୍ଭ କରିଛି ଦଳ। ସମନ୍ବୟ ରକ୍ଷା କରିବା ପାଇଁ ଦଳ ଏକ 6 ଜଣିଆ କମିଟି ମଧ୍ୟ ଗଠନ କରିଛି।

bjd
ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

କମିଟିରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ପ୍ରମିଳା ମଳିକ, ପ୍ରତାପ ଦେବ, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ସ୍ଥାନ ପାଇଛନ୍ତି। ଆଗକୁ ମୁଣ୍ଡ ଉପରେ ପୌର ନିର୍ବାଚନ ଥିବାରୁ ପ୍ରତ୍ୟକ ରାଜନୈତି ଦଳ ସଂଗଠନ ସଜାଡ଼ିହାରେ ଲାଗିପଡ଼ିଛନ୍ତି । ଆରମ୍ଭ କରି ଦେଇଛନ୍ତି ସମରସଜ୍ଜା । ନିକଟରେ ବିଜେପି ମଧ୍ୟ ତାର ସଭ୍ୟ ସଂଗ୍ରହ ଅଭିଯାନ ଶେଷ କରିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସେପ୍ଟେମ୍ବର 2ରୁ ରାଜ୍ୟ ବ୍ୟାପୀ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ ବିଜେଡି। ଏନେଇ ପ୍ରକ୍ରିୟା ଆରମ୍ଭ କରିଛି ଦଳ। ସମନ୍ୱୟ ରକ୍ଷା କରିବା ପାଇଁ ଦଳ ଏକ 6 ଜଣିଆ କମିଟି ଗଠନ କରିଛି। କମିଟିରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ପ୍ରମିଳା ମାଲିକ, ପ୍ରତାପ ଦେବ, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ସ୍ଥାନ ପାଇଛନ୍ତି।Body:ମୁଣ୍ଡ ଉପରେ ପୌର ନିର୍ବାଚନ ଥିବାରୁ ସବୁ ଦଳ ସଂଗଠନ ସଜା ଡିବାରେ ଲାଗିଛନ୍ତି। ନିକଟରେ ବିଜେପି ତାର ସଭ୍ୟ ସଂଗ୍ରହ ଅଭିଯାନ ଶେଷ କରିଛି।Conclusion:
Last Updated : Aug 23, 2019, 5:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.