ETV Bharat / city

ମହିଳା ସଂରକ୍ଷଣ ବିଲ ପାସ ପାଇଁ ଦାବି ଉଠାଇଲେ ବିଜେଡି ସାଂସଦ - Parliament news

ସଂସଦରେ ୩୩% ମହିଳା ସଂରକ୍ଷଣ ଦାବି ଉଠାଇଲା ବିଜେଡି । ଅଧିକ ପଢନ୍ତୁ...

ବିଜେଡି ସାଂସଦ
ବିଜେଡି ସାଂସଦ
author img

By

Published : Feb 3, 2021, 12:21 PM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ବିଜେଡି ଉଠାଇଲା ୩୩% ମହିଳା ସଂରକ୍ଷଣ ଦାବି । ଲୋକସଭାରେ 33 ପ୍ରତିଶତ ସଂରକ୍ଷଣ କରିବାକୁ ବଜେଡି ଦାବି କରିଛି । ଏନେଇ ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ଦାବି କରିଛନ୍ତି ।

ବିଜେଡି ସାଂସଦ

ଏହାସହ ମହିଳାଙ୍କୁ ସଶକ୍ତ କରିବାକୁ ଓଡିଶାରେ ଚାଲିଥିବା ମହିଳା ସଶକ୍ତୀକରଣ ଯୋଜନା ପରି କେନ୍ଦ୍ର ସରକାର କିଛି ପଦକ୍ଷେପ ନେବାକୁ ସେ କହିଛନ୍ତି । ଏହି ଯୋଜନାରେ ରାଜ୍ୟରେ 80 ଲକ୍ଷ ମହିଳା ସଶକ୍ତୀକରଣ ହୋଇଛନ୍ତି ବୋଲି ସେ ଦର୍ଶାଇଛନ୍ତି । ତେଣୁ ଏହାକୁ ମଡେଲ ଭାବେ ଗ୍ରହଣ କରି କେନ୍ଦ୍ର ସରକାର ଏପରି କରିବା ଦରକାର ବୋଲି ସସ୍ମିତ କହିଛନ୍ତି ।

ସେହିପରି ମହିଳା ସଂରକ୍ଷଣ ବିଲକୁ ପାସ କରିବା ଦରକାର ବୋଲି ସସ୍ମିତ କହିଛନ୍ତି । ତେବେ ସେ ଏହି ଦାବି ଓଡିଆରେ କରିଥିବାବେଳେ ଆଞ୍ଚଳିକ ଭାଷାରେ କହିଥିବାରୁ ଉପରାଷ୍ଟ୍ରପତି ଏହାକୁ ପ୍ରଶଂସା କରିଛନ୍ତି । ତମର ଭାଷାରେ ଅତି ସୁନ୍ଦର ବୋଲି ଉପରାଷ୍ଟ୍ରପତି କହିଛନ୍ତି । ସୂଚନାଥାଉକି, ଏହାକୁ ମିଶାଇ 16 ମାସ ଭିତରେ ଉପରାଷ୍ଟ୍ରପତି ସସ୍ମିତ ପାତ୍ରଙ୍କୁ 4 ଥର ପ୍ରଶଂସା କରିଛନ୍ତି ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ(ବ୍ୟୁରୋ ଚିଫ୍‌), ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.