ETV Bharat / city

ଚାଷୀଙ୍କ ସହ ସବୁବେଳେ ରହିଛି BJD: ପରିବହନ ମନ୍ତ୍ରୀ

author img

By

Published : Dec 8, 2020, 8:43 PM IST

ବିଜୁ ଜନତା ଦଳ ଚାଷୀଙ୍କ ସହ ରହିଛି ବୋଲି ମତ ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ପଢନ୍ତୁ ଅଧିକ.....

ଚାଷୀଙ୍କ ସହ ସବୁବେଳେ ଅଛି BJD : ପରିବହନ ମନ୍ତ୍ରୀ

ଭୁବନେଶ୍ବର: ବିଜୁ ଜନତା ଦଳ ଚାଷୀଙ୍କ ସହ ରହିଛି ବୋଲି ମତ ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଆମେ ଚାଷୀଙ୍କ ସହ ଅଛୁ ଓ ଚାଷୀଙ୍କ ପାଇଁ ବିଧାନସଭାରେ ସଂକଳ୍ପପତ୍ର ମଧ୍ୟ ପାରିତ କରିଥିଲୁ ବୋଲି ମଧ୍ୟ ସେ ମତ ରଖିଛନ୍ତି ।

ଏମଏସପି ଦୁଇଗୁଣା କରିବା ପାଇଁ ବିଜେଡି ସବୁବେଳେ ଦାବି କରିଆସିଛି । ଏହାସହ ଆମେ ପାର୍ଲିଆମେଣ୍ଟରରେ ମଧ୍ୟ ଆମର ଦାବି ଜଣାଉଛି ଏବଂ ଚାଷୀଙ୍କୁ ନୈତିକତା ସମର୍ଥନ ଜଣାଉଛୁ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.