ETV Bharat / city

ମତାଧିକାର ସାବ୍ୟସ୍ତ କଲେ ବୈଜୟନ୍ତ - Baijayanta panda

କେନ୍ଦ୍ରାପଡ଼ାର ପୂର୍ବତନ ସାସଂଦ ତଥା ବିଜେପି ନେତା ବୈଜୟନ୍ତ ପଣ୍ଡା ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଫାଇଲ ଫଟୋ
author img

By

Published : Apr 23, 2019, 5:57 PM IST

Updated : Apr 24, 2019, 7:45 PM IST

ଭୁବନେଶ୍ବର: କେନ୍ଦ୍ରାପଡ଼ାର ପୂର୍ବତନ ସାସଂଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ତାଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି । ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଆଜି ଅପରାହ୍ଣରେ ବୈଜୟନ୍ତ ଭୋଟ ଦେଇଛନ୍ତି । ସେ ଭୁବନେଶ୍ବର ୟୁନିଟ-8 ଅନ୍ତର୍ଗତ ମଧ୍ୟ ରାଜଭବନ ଉପ୍ରା ମାଧ୍ୟମିକ ବିଦ୍ୟାଳୟର ବୁଥ ନମ୍ବର 19ରେ ମତାଧିକାର ସାବ୍ୟସ୍ତ କରିଛନ୍ତି । ତେବେ ବୈଜୟନ୍ତଙ୍କ ସହିତ ପତ୍ନୀ ଜାଗିମଙ୍ଗତ ପଣ୍ଡା ମଧ୍ୟ ମତଦାନ କରି ନିଜ ଅଧିକାର ସାବ୍ୟସ୍ତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
Jagi mongat Panda
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେ କହିଛନ୍ତି ଭୋଟ ଦେବା ସବୁ ନାଗରିକଙ୍କ ଅଧିକାର । ସମସ୍ତେ ମତଦାନ କେନ୍ଦ୍ରକୁ ଆସି ନିଜର ଦେବା ଉଚିତ ବୋଲି ବୈଜୟନ୍ତ କହିଛନ୍ତି । ତେବେ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି । ସେପଟେ ଜାଗି ମଙ୍ଗତ ପଣ୍ଡା ମଧ୍ୟ ନିଜର ମତ ସାବ୍ୟସ୍ତ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:Body:

gfdf

Conclusion:
Last Updated : Apr 24, 2019, 7:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.