ETV Bharat / city

ଶୁକ୍ରବାର ରାଜଧାନୀରୁ 61 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ - 61new-corona-positives-reported

ରାଜଧାନୀରୁ ଶୁକ୍ରବାର 61 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି ।  ଫଳରେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ ସଂଖ୍ୟା 29 ହଜାର 583ରେ ପହଞ୍ଚିଛି । ଅଧିକ ପଢନ୍ତୁ...

61new-corona-positives-reported-in-bhubaneswar
ଶୁକ୍ରବାର ରାଜଧାନୀରେ 61 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Nov 6, 2020, 5:18 PM IST

ଭୁବନେଶ୍ୱର: ରାଜଧାନୀରୁ ଶୁକ୍ରବାର 61 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଫଳରେ ଭୁବନେଶ୍ୱରରୁ ମୋଟ ଆକ୍ରାନ୍ତ ସଂଖ୍ୟା 29 ହଜାର 583 ରେ ପହଞ୍ଚିଛି । ଏପଟେ 91 ଜଣ ଆଜି ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଏକ ହଜାର ତଳକୁ ଖସିଲା କୋରୋନା ସକ୍ରିୟ ସଂଖ୍ୟା ।

ତେବେ ଏଠାରେ ହୋମକ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ଅଧିକ ରହିଥିବା ଦେଖିବାକୁ ମିଳୁଛି ।

ରାଜଧାନୀରେ ହୋମ କ୍ଵାରେଣ୍ଟାଇନରୁ ସେଣ୍ଟରରୁ 13 ଚିହ୍ନଟ କରାଯାଇଥିବା ବେଳେ ଲୋକାଲ ସଂକ୍ରମଣ 48 ରେ ପହଁଚିଛି । ଏପଟେ ଭୁବନେଶ୍ୱରରେ ମୋଟ ମୃତକଙ୍କ ସଂଖ୍ୟା 177 ଛୁଇଁଛି ।

ହୋମ କ୍ଵାରେଣ୍ଟାଇନରେ 13 ଜଣଙ୍କ ମଧ୍ୟରୁ 2 ଜଣ ଶୈଳେଶ୍ରୀ ବିହାର ଓ ୟୁନିଟ -3 ରୁ ଚିହ୍ନଟ ହୋଇଥିବା ବେଳେ ୟୁନିଟ- 7, ଜାଗମରା, ଖଣ୍ଡଗିରି, ଗଜପତିନଗର, ବଡଗଡ ଓ ଆଇଆରସି ଭିଲେଜ ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସ୍ଥାନୀୟ ସଂକ୍ରମଣ 48 ଜଣଙ୍କ ମଧ୍ୟରୁ 3 ଜଣ ଝାରପଡ଼ାରୁ, 3 ଜଣ ଓଲଡ଼ ଟାଉନରୁ, 3 ଜଣ ନୀଳକଣ୍ଠ ନଗରରୁ, 3 ଜଣ ପଳାସପଲିରୁ, 4 ଜଣ ମଞ୍ଚେଶ୍ୱରରୁ, 3 ଜଣ ପଟିଆ, କୋଲଥିଆ, ୟୁନିଟ- 3, ୟୁନିଟ -9, ରସୁଲଗଡ଼, ପାତ୍ରପଡା, ଶାନ୍ତିନାଗର, ଶ୍ୟାମାନଗର, ପୋଖରିପୁଟ, ପଳାଶୁଣି, ନୀଳାଦ୍ରି ବିହାର, ଆଦି ଅଞ୍ଚଳକରୁ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.