ETV Bharat / city

ରାଜ୍ୟରେ କମୁଛି ସଂକ୍ରମଣ, ଦିନକରେ 222 ଆକ୍ରାନ୍ତ ଚିହ୍ନଟ - ରାଜ୍ୟରେ କମୁଛି ସଂକ୍ରମଣ

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ନୂଆ 222 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

222 more new corona positives detected in Odisha
ରାଜ୍ୟରେ କମୁଛି ସଂକ୍ରମଣ, ଦିନକରେ 222 ଆକ୍ରାନ୍ତ ଚିହ୍ନଟ
author img

By

Published : Jan 14, 2021, 3:05 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ 24 ଘଣ୍ଟାରେ ନୂଆ 222 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ହୋମ କ୍ବାରେଣ୍ଟାଇନରୁ 127 ଜଣ ଓ ସ୍ଥାନୀୟ ଅଞ୍ଚଳରୁ 95 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

222 more new corona positives detected in Odisha
ଦିନକରେ 222 ଆକ୍ରାନ୍ତ ଚିହ୍ନଟ

ନୂଆ 222 ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 28, ବାଲେଶ୍ବରରୁ 7, ବରଗଡ଼ରୁ 22, ଭଦ୍ରକରୁ 5, ବଲାଙ୍ଗୀର, ଗଜପତିରୁ, ବୌଦ୍ଧରୁ 3 ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଦେବଗଡ଼, ଜଗତସିଂହପୁର, କଳାହାଣ୍ଡି, କୋରାପୁଟରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ 8, ଯାଜପୁରରୁ 9, ଝାରସୁଗୁଡାରୁ 23, କେନ୍ଦୁଝରରୁ 5, ଖୋର୍ଦ୍ଧାରୁ 12, ମୟୂରଭଞ୍ଜରୁ 6, ପୁରୀରୁ 15, ସମ୍ବଲପୁରରୁ 21, ସୋନପୁର 5, ସୁନ୍ଦରଗଡରୁ 24, ଷ୍ଟେଟପୋଲରୁ 3 ଏବଂ ନୟାଗଡ ଓ ନୂଆପଡାରୁ 8 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ସମସ୍ତ ଜିଲ୍ଲା ମଧ୍ୟରୁ ଅନୁଗୋଳରୁ ସର୍ବାଧିକ 28 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 32 ହଜାର 763ରେ ପହଞ୍ଚିଛି । ସେପଟେ 2192 ଜଣ ଆକ୍ରାନ୍ତ ସକ୍ରିୟ ଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.